ଆଇପିଏଲରେ ପୁଣି ପଶିଲା କରୋନା । ୟୁଏଇରେ ଚାଲିଥିବା ଆଇପିଏଲରେ ପୁଣି କରୋନା ପଶିଲା । ସନରାଇଜର୍ସ ହାଇଦ୍ରାବାଦର ଟି.ନଟରାଜନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂସ୍ପର୍ଶରେ ଆସିଥିବା ଦଳର ୬ ଜଣ ଏବେ ଆଇସୋଲେସନରେ ରହିଛନ୍ତି । ଆଜି ଖେଳାଯିବାର ଅଛି ଦିଲ୍ଲୀ ଓ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍ । ପୂର୍ବରୁ କରୋନା କାରଣରୁ ଅଧାରୁ ବାତିଲ ହୋଇଥିଲା ଆଇପିଏଲ । ବଳକା ମ୍ୟାଚ ୟୁଏଇରେ ଚାଲିଥିବାେବେଳେ ଏବେ ପୁଣି କରୋନା ଏଣ୍ଟ୍ରିି କରିଛି ।

LEAVE A REPLY

Please enter your comment!
Please enter your name here