କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ବି.ଏସ. ୟେଦୁରପ୍ପା ଇସ୍ତଫା ଦେଇଛନ୍ତି । ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେବା ପରେ ୟେଦୁରପ୍ପା କହିଛନ୍ତି, ସେ କାହାରି ଚାପରେ ଇସ୍ତଫା ଦେଇନାହାଁନ୍ତି । ନିଜ ଇଚ୍ଛାରେ ସେ ଇସ୍ତଫା ଦେଇଛନ୍ତି ଏବଂ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ ସେ କାହାରି ନାଁ ମଧ୍ୟ ସୁପାରିଶ କରିନାହାଁନ୍ତି । ୟେଦୁରପ୍ପାଙ୍କ ଇସ୍ତଫା ପରେ ଦିଲ୍ଲୀରେ ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି ।

LEAVE A REPLY

Please enter your comment!
Please enter your name here