ଆଜି ଦିନ ୨ଟାରେ ପ୍ରକାଶ ପାଇବ ସିବିଏସଇ ଦ୍ୱାଦଶ ରେଜଲ୍ଟ । ରେଜଲ୍ଟ ପ୍ରକାଶ ପାଇବା ନେଇ ସିବିଏସଇ ସୂଚନା ଦେଇଛି । cbseresults.nic.in. ଓ cbse.gov. in ରେ ରେଜଲ୍ଟ ମିଳିବ । ରେଜଲ୍ଟ ଅପେକ୍ଷାରେ ୧୬ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ । କରୋନା ମହାମାରୀ ପାଇଁ ପରୀକ୍ଷା ବାତିଲ ହୋଇଥିଲା । ବିକଳ୍ପ ପଦ୍ଧତିରେ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ମୂଲ୍ୟାୟନ ହୋଇଛି ।

LEAVE A REPLY

Please enter your comment!
Please enter your name here