ଆଉ ନାହାଁନ୍ତି ପଦ୍ମଶ୍ରୀ ପ୍ରଫେସର ରାଧାମୋହନ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ପରଲୋକ ନେଇ ଝିଅ ସାବରମତି ଏହି ସୂଚନା ଦେଇଛନ୍ତି । ୨୦୨୦ରେ ରାଧାମୋହନ ଓ ତାଙ୍କ ଝିଅ ସାବରମତିକୁ ମିଳିଥିଲା ପଦ୍ମଶ୍ରୀ । ଖାଲି ପଡିଥିବା ଜମିରେ ଜୈବିକ ଚାଷ କରି ଉଭୟ ପରିବର୍ତ୍ତନ ଆଣିଥିଲେ । ପୂର୍ବରୁ ଓଡିଶାର ସୂଚନା କମିଶନର ଥିଲେ ରାଧାମୋହନ ।

LEAVE A REPLY

Please enter your comment!
Please enter your name here