କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢିଲା । ଆଜି କେନ୍ଦ୍ର କ୍ୟାବିନେଟ 11 ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧିକୁ ଅନୁମୋଦନ ଦେଇଛି । ଏହା ଫଳରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 17 ପ୍ରତିଶତରୁ 28 ପ୍ରତିଶତକୁ ବୃଦ୍ଧି ପାଇଛି । ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ପହିଲାରୁ ଲାଗୁ ହେବ ।

45 ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏହାଦ୍ବାରା ଉପକୃତ ହେବେ । ସେହିପରି 65 ଲକ୍ଷରୁ ଅଧିକ ପେନସନଧାରୀ ଏହାର ଫାଇଦା ପାଇବେ ।

LEAVE A REPLY

Please enter your comment!
Please enter your name here