ଟୋକିଓ ଅଲିମ୍ପିକରେ ଭାରତକୁ ପ୍ରଥମ ପଦକ ମିଳିଛି । ମୀରାବାଇ ଚାନୁ ଭାରତ ପାଇଁ ଆଣି ଦେଇଛନ୍ତି ପ୍ରଥମ ପଦକ । ଭାରୋତ୍ତଳନର 49 କେଜି ବର୍ଗରେ ଚାନୁ ଜିତିଛନ୍ତି ରୌପ୍ୟ ପଦକ । ଭାରତ ପାଇଁ ପ୍ରଥମ ପଦକ ହାସଲ କରିବା ପରେ ଚାନୁଙ୍କୁ ବିପୁଳ ଅଭିନନ୍ଦନ ମିଳିଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ମନ୍ତ୍ରୀ, ରାଜନେତା ତଥା ବିଶିଷ୍ଟ ବ୍ୟକ୍ତିମାନେ ଚାନୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here