ଗୁହାରି ଶୁଣୁନାହାନ୍ତି କେହି
କୋଉଠି ପିଚୁ ଉପରେ ପିଚୁ ପଡୁଛି ତ ଆଉ କେଉଁଠି ବର୍ଷ ବର୍ଷ ଧରି ମରାମତି ହୋଇପାରୁନି ରାସ୍ତା. ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଜାମୁଓ୍ବାଡା ପଞ୍ଚାୟତ ଅନ୍ତର୍ଗତ ଏମଭି 49 ଗାଁକୁ ସଂଯୋଗ କରୁଥିବା ପୋଲ ଦୁଇବର୍ଷ ହେଲାଣି...
ବିମାନଯାତ୍ରୀଙ୍କ ଅଚାନକ ମୃତ୍ୟୁ
କୋଲକତାରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନ 822 ରେ ଜଣେ 32 ବର୍ଷୀୟ ଯାତ୍ରୀଙ୍କ ଅଚାନକ ମୃତ୍ୟୁ ଘଟିଛି. ତାଙ୍କ ଦେହ ହଠାତ ଖରାପ ହୋଇଯିବାରୁ ଇଣ୍ଡିଗୋ ବିମାନ ଏଟିସି ଠାରୁ ସିଗନାଲ ପାଇବା ପରେ ଭୁବନେଶ୍ୱର ବିମାନ ବନ୍ଦରରେ...
ଜାନୁୟାରୀ 6ରୁ ବନ୍ଦ ଭିତରକନିକା
ବିଦେଶୀ ପକ୍ଷୀ ଓ ବଉଳା କୁମ୍ଭୀରଙ୍କ ଗଣନା ନିମନ୍ତେ ଆସନ୍ତାମାସ ଜାନୁୟାରୀ 6 ତାରିଖରୁ 14 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ କେନ୍ଦ୍ରାପଡା ଜିଲ୍ଲା ଭିତରକନିକା ଅଭୟାରଣ୍ୟ. ଭିତରକନିକା ଜାତୀୟ ଉଦ୍ୟାନ ସମେତ ସାତଭାୟାର ବିସ୍ତୀର୍ଣ୍ଣ ଜଳାଶୟ, ରାଇପାଟିଆ, ମଠଆଡିଆ,...
ବଦଳିଲେ ବିଏମସି କମିଶନର
ବଦଳିଛନ୍ତି ବିଏମସି କମିଶନର. ଶୁଭମ ସକ୍ସେନାଙ୍କୁ ବିଏମସିର ନୂଆ କମିଶନର ରୂପେ ନିଯୁକ୍ତି ଦିଆଯାଇଛି. 2013 ବ୍ୟାଚ ଆଇଏଏସ ଅଫିସର ଡ. କ୍ରିଶନ କୁମାର ବିଏମସି କମିଶନର ରୂପେ କାର୍ଯ୍ୟ କରୁଥିଲେ. ବର୍ତ୍ତମାନ, ଡିସେମ୍ବର 24 ତାରିଖରେ ଏହି ଦାୟିତ୍ୱ...
ରାଜ୍ୟ କ୍ୟାବିନେଟରେ ବଡ ନିଷ୍ପତ୍ତି
ଚାଷୀଙ୍କ ପାଇଁ ନୂଆ ଯୋଜନା ଆରମ୍ଭ କରିବେ ରାଜ୍ୟ ସରକାର. ଯୋଜନାର ନାଁ ଦିଆଯାଇଛି ‘କାଳିଆ’. ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି. ଚାଷୀଙ୍କ ପାଇଁ ‘କାଳିଆ’ (କୃଷକ ଆସିଷ୍ଟାଣ୍ଟ୍ସ ଫର୍...
ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ନିକଟସ୍ଥ ବିଜେପୁର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଶୁକ୍ରବାର ଅପରାହ୍ନ 2.30 ମିନିଟରେ 2 ଦୁର୍ବୃତ୍ତ ପଶି ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରିଛନ୍ତି. ଫଳରେ ମ୍ୟାନେଜର କୈଳାସ ଚନ୍ଦ୍ର ଡୋରାଙ୍କ ପେଟରେ ଗୁଳି ବାଜିଛି. ପରେ...
କଂଗ୍ରେସର ଅଭିଯୋଗ: ‘ପିଠା’ ନୁହେଁ ‘ପିଟା’
‘ପିଠା’ ନାଁରେ ସରକାର ଏକ ନିର୍ବାଚନୀ ପ୍ରହେଳିକା ଆରମ୍ଭ କରିଛନ୍ତି । ଏ କାର୍ଯ୍ୟକ୍ରମ ବାସ୍ତବରେ ‘ପିଟା’ । କିନ୍ତୁ ସରକାର ଗାଁ ଲୋକଙ୍କ ମନରେ ମିଛି ମିଛିକା ଖୁସି ସୃଷ୍ଟି କରିବା ପାଇଁ ପିଠା ନାଁ ଦେଇଛନ୍ତି ବୋଲି...
ଗୁରୁ ନା ରେ ସଇତାନ
ପୁଣି ଥରେ ଗୁରୁ ନାରେ ସଇତାନ ପାଲଟିଛି ଶିକ୍ଷକ. କଳାହାଣ୍ଡି ଜିଲ୍ଲାର ଥୁଆମୁଲ ରାମପୁର ବ୍ଲକ ସିରିମସ୍କା ରେସିଡେନସିଆଲ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା କରିଥିବା ଅଭିଯୋଗ ହୋଇଛି. ଯେଉଁଥିପାଇଁ ଜିଲ୍ଲା ଶିକ୍ଷାଧିକାରୀ ତାଙ୍କୁ କାର୍ଯ୍ୟରୁ...
ବୋର୍ଡ ଅଫିସରେ ନିଆଁ
ସମ୍ବଲପୁର ଜେଲ ଛକ ନିକଟରେ ଥିବା ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଶାଖା ଅଫିସରେ 7-8 ଜଣ ଦୁର୍ବୃତ୍ତ ପଶି ନିଆଁ ଲଗାଇ ଦେଇଛନ୍ତି. ଫଳରେ ଅଫିସ ନିକଟରେ ଥିବା ଦୁଇଟି ଗାଡି ପୋଡିଯାଇଥିବା ସହ ବହୁ ଦରକାରୀ କାଗଜପତ୍ର...
୮ରେ ରାଜଭବନ ଘେରିବେ ଚାଷୀ
ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ଆସନ୍ତା ୮ ତାରିଖ ଦିନ ରାଜଭବନ ଘେରାଉ କରିବ ନବ ନିର୍ମାଣ କୃଷକ ସଂଗଠନ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ରାଜ୍ୟରେ ୩୬ଲକ୍ଷ...












