ଉଦଯାପିତ ହେଲା ଟୋକିଓ ଅଲିମ୍ପିକ୍ସ । ମୋଟ 39ଟି ସ୍ବର୍ଣ୍ଣ ପଦକ ପାଇଁ ଆମେରିକା ଶୀର୍ଷରେ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିଛି ଚୀନ୍ । ଚୀନ 38ଟି ସ୍ବର୍ଣ୍ଣ ପଦକ ହାସଲ କରିଛି । ଆୟୋଜକ ଜାପାନ 27ଟି ସ୍ବର୍ଣ୍ଣ ପଦକ ସହ ତୃତୀୟ ସ୍ଥାନରେ ରହିଛି । ଗ୍ରେଟ ବ୍ରିଟେନ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ପଞ୍ଚମ ସ୍ଥାନରେ ରହିଛି ରୁଷୀୟ ଅଲିମ୍ପିକ କମିଟି । ଗୋଟିଏ ସ୍ବର୍ଣ୍ଣ, ଦୁଇଟି ରୌପ୍ୟ ଏବଂ 4ଟି ବ୍ରୋଞ୍ଚ ପଦକ ପାଇ ଭାରତ ପଦକ ତାଲିକାର 48 ତମ ସ୍ଥାନରେ ରହିଛି ।

LEAVE A REPLY

Please enter your comment!
Please enter your name here