କରୋନା କବଳରୁ ଦେଶ ଆସ୍ତେ ଆସ୍ତେ ମୁକୁଳୁଛି । ସ୍କୁଲ, କଲେଜ. ଖୋଲିବା ଆରମ୍ଭ କରିଛି । କିନ୍ତୁ ସଂପୂର୍ଣ୍ଣ ସ୍ବାଭାବିକ ହୋଇନାହିଁ । କରୋନାର ଭୟରୁ ଏବେ ବି ସୁରକ୍ଷିତ ନୁହେଁ ଦେଶ । ଗୋଟିଏ ଦିନରେ 416 ଜଣଙ୍କର ମୃତ୍ୟୁ ଘଟିଛି ।

LEAVE A REPLY

Please enter your comment!
Please enter your name here