ଚାଷୀଙ୍କ ଖାତାକୁ ଗଲା ପିଏମ କିଶାନ ଯୋଜନାରେ ନବମ କିସ୍ତି ଟଙ୍କାର । ଦେଶର ୯ କୋଟି ୭୫ ଲକ୍ଷ ଚାଷୀଙ୍କ ଖାତାକୁ ୧୯୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଟନ ଟିପି ଏହି ଟଙ୍କା ହସ୍ତାନ୍ତର କରିଛନ୍ତି । ପ୍ରତ୍ୟେକ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ କିଶାନ ଯୋଜନାରେ ଚାଷୀଙ୍କ ଖାତାକୁ ମାସିକ ୬୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here