ନବନିଯୁକ୍ତ ମନ୍ତ୍ରୀମାନେ ଆଜି ନିଜ ନିଜର ମନ୍ତ୍ରାଳୟର ଦାୟିତ୍ୱ ନେବା ପ୍ରକିୟା ଆରମ୍ଭ କରିଛନ୍ତି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସକାଳୁ ରେଳ ମନ୍ତ୍ରାଳୟର ଦାୟିତ୍ୱ ନେଇଛନ୍ତି । ସେ କହିଛନ୍ତି ଯେ, ରେଳ ମନ୍ତ୍ରାଳୟର ବିକାଶ ପାଇଁ ସେ କାମ କରିବେ । ଗରିବ ଲୋକମାନେ ଯେପରି ରେଳ ମନ୍ତ୍ରାଳୟର ସୁବିଧା ପାଇପାରିବେ ସେନେଇ ସେ ଧ୍ୟାନ ଦେବେ । ସେ ଆଇଟତ ଏବଂ ଇଲେକ୍ଟ୍ରୋନିକ୍ସ ମନ୍ତ୍ରାଳୟର ଦାୟିତ୍ୱ ମଧ୍ୟ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here