ଆଇସିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷାଫଳ ପ୍ରକାଶ ପାଇଛି । ଓଡିଶାରେ ଦଶମ ଶ୍ରେଣୀରେ 99.99 ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ବାଦଶ ଶ୍ରେଣୀରେ 99.83 ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । results.cisce.org ଓ୍ବେବସାଇଟରେ ପରୀକ୍ଷାଫଳ ଉପଲବ୍ଧ ହେଉଛି । ଚଳିତବର୍ଷ କୋଭିଡ ଯୋଗୁ ପରୀକ୍ଷା ହୋଇ ନଥିବା ବେଳେ ୟୁନିଟ ଟେଷ୍ଟ ଓ ଆସେସମେଣ୍ଟରେ ପିଲାମାନେ ରଖିଥିବା ନମ୍ବର ଆଧାରରେ ରେଜାଲ୍ଟ ପ୍ରକାଶ କରାଯାଇଛି ।

LEAVE A REPLY

Please enter your comment!
Please enter your name here