ବ୍ୟାପକ ଟିକାକରଣ ଦ୍ୱାରା କରୋନାକୁ ମାତ୍ ଦେଇହେବ । କରୋନାର ତୃତୀୟ ଲହରକୁ ଆଖି ଆଗରେ ରଖି ଗଞ୍ଜାମ ଜିଲ୍ଲାପାଳଙ୍କର ନୂଆ ନିର୍ଦ୍ଦେଶନାମା । ଏଣିକି ସବୁ ଦୋକାନୀ କରୋନା ଟିକା ନେବା ପାଇଁ ବାଧ୍ୟ । ଯଦି କୌଣସି ଦୋକାନୀ ଟିକା ନେଇନାହାଁନ୍ତି ବା ଟିକା ପ୍ରମାଣ ପତ୍ର ଦୋକାନ ସାମ୍ନାରେ ନ ଟାଙ୍ଗିଛନ୍ତି ତାହେଲେ ଦୋକାନ ବନ୍ଦ ରହିବ । ଦୋକାନୀ, ଗାଡିଚାଳକ, ହାଟ ବଜାରରେ ଟିକା ନେବାକୁ ଗୁରୁତ୍ୱ ଦିଆଯାଉଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଏହି ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here