ଦେବଦାସୀ ପରଶମଣୀଙ୍କ ପରଲୋକ । ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଦେବଦାସୀ ଦୀର୍ଘବର୍ଷ ଧରି ମାଜଣା ମଣ୍ଡପରେ ଗୀତ ଗାଉଥିଲେ । ଶ୍ରୀମନ୍ଦିର ପରଂପରାରେ ଦେବଦାସୀ ଗୀତ ଗାଇ ମହାପ୍ରଭୁଙ୍କୁ ଶୁଆଇଥାନ୍ତି । ପରଶମଣୀଙ୍କ ଦେହାନ୍ତ ସହ ଶ୍ରୀମନ୍ଦିରରେ ଦେବଦାସୀ ପରଂପରାର ଅନ୍ତଃ ଘଟିଛି । ପରଶମଣୀ ଥିଲେ ଦେବଦାସୀ ପରଂପରାର ଶେଷ ଦେବଦାସୀ ।

LEAVE A REPLY

Please enter your comment!
Please enter your name here