ପୁରୀ ବ୍ୟତୀତ ଅନ୍ୟ କେଉଁଠି ବି ରଥଯାତ୍ରା ଅନୁଷ୍ଠିତ ହେବ ନାହିଁ । ରଥଯାତ୍ରା ଆୟୋଜନ ପାଇଁ ହୋଇଥିବା ଏକାଧିକ ଆବେଦନ ଖାରଜ ହୋଇଛି । ମାମଲାର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଖାରଜ କରିଛନ୍ତି । ସିଜେଆଇ ଏନ.ଭି ରମାଣାଙ୍କ ଅଧକ୍ଷ୍ୟତାରେ ଖଣ୍ଡପୀଠ ଖାରଜ କରିଛନ୍ତି । କେନ୍ଦ୍ରାପଡା, ନୀଳଗିରୀ , ଭଟଲୀରେ ରଥଯାତ୍ରା ପାଇଁ ଆବେଦନ ହୋଇଥିଲା ।

LEAVE A REPLY

Please enter your comment!
Please enter your name here