ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ଅକାଳ ଦେହାନ୍ତ | ସଡକ ଦୁର୍ଘଟଣାରେ ତାଙ୍କର ପରଲୋକ ହୋଇଥିବା ଖବର ଜଣାପଡିବା ପରେ ଶୋକର ଛାୟା ଖେଳିଯାଇଛି | ସାମ୍ବାଦିକତା ସହ ସେ ଅନେକ ପୁସ୍ତକର ରଚୟିତା | କିଛିବର୍ଷ ତଳେ ସେ ତାଙ୍କ ପତ୍ନୀଙ୍କୁ ହରାଇଥିଲେ | ଦୀର୍ଘବର୍ଷ ସେ ସମ୍ବାଦ ଓ ପ୍ରଜାତନ୍ତ୍ରରେ କାର୍ଯ୍ୟକରିବା ପରେ ସାପ୍ତାହିକ ନେତା ସଂପାଦନା କରୁଥିଲେ | ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛୁ |

LEAVE A REPLY

Please enter your comment!
Please enter your name here