ଅନୁଭବ-ବର୍ଷାଙ୍କ ବିବାଦ ନୂଆ ନୂଆ ମୋଡ ନେଉଛି । ଅନୁଭବ କଟକ ପୁରୀଘାଟ ଥାନାରେ ବର୍ଷାଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ବର୍ଷା ଷଡଯନ୍ତ୍ର କରୁଥିବା ଥାନାରେ ଅଭିଯୋଗ କରିଛନ୍ତି ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତି । ଅଜଣା ଦୁବୃର୍ତ୍ତଙ୍କୁ ବର୍ଷା ଘର ଭିତରକୁ ପ୍ରବେଶ କରାଉଛନ୍ତି । କିଛି ବ୍ୟକ୍ତି ହେଲମେଟ ପିନ୍ଧି ଘରକୁ ଆସୁଛନ୍ତି । ଯାହା ସିସିଟିଭିରେ କଏଦ ହୋଇଛି । ତେଣୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ବର୍ଷାଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି ଅନୁଭବ । ଅପରାଧିକ ଓ ରାଜନୈତିକ ଷଡ଼ଯନ୍ତ୍ର ନେଇ ଲଗାଇଛନ୍ତି ଆରୋପ

LEAVE A REPLY

Please enter your comment!
Please enter your name here