ଓଡିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ବିଜୟ ସାହୁଙ୍କ ଦେହାନ୍ତ । ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ମଧ୍ୟ ସେ ଚେୟାରମ୍ୟାନ୍ । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ବିଜୟଙ୍କ ପରଲୋକ ନେଇ ସୂଚନା ମିଳିଛି । ପରଲୋକ ନେଇ ସ୍ପଷ୍ଟ କରିଛନ୍ତି ସାଇ ଲୋକସମ୍ପର୍କ ଅଧିକାରୀ । ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଲୋକସମ୍ପର୍କ ଅଧିକାରୀ ଶରତ କର ଏନେଇ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here