ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି ରାଜଧାନୀ ଭୁବନେଶ୍ୱର । ଦିନରେ ବି ଚୋରଙ୍କର ଉପଦ୍ରବ ବଢିବାରେ ଲାଗିଲାଣି । ଆଜି ଭୁବନେଶ୍ୱର ରବି ଟକିଜ ଛକରୁ ଯୁବତୀଙ୍କ ଠାରୁ ମୋବାଇଲ ଲୁଟି ନେଇଛନ୍ତି ଲୁଟେରା । ଯୁବତୀ ଜଣଙ୍କ ମର୍ଣ୍ଣିଂ ୱାକ୍ ଯାଇଥିବାବେଳେ ୩ ଦୁର୍ବୃତ୍ତ ମୋବାଇଲ ଲୁଟିଛନ୍ତି । ଯୁବତୀ ଜଣଙ୍କ ବଡଗଡ ଥାନାରେ ଏତଲା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here