ରାଜ୍ୟରେ ଦିନକୁ ଦିନ କରୋନା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଗତ ଚବିଶ ଘଣ୍ଟାରେ 66 ଜଣଙ୍କ କରୋନାଜନିତ ମୃତ୍ୟୁ ପରେ ରାଜ୍ୟରେ ମୃତ୍ୟୁସଂଖ୍ୟା 5058ରେ ପହଞ୍ଚିଛି । ଗତ ଚବିଶ ଘଣ୍ଟାରେ ରାଜ୍ୟରେ 2215 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୮୩ ଜଣ ଥିବା ବେଳେ କଟକ – ୩୪୮, ବାଲେଶ୍ୱର -୧୫୦, ଜଗତସିଂହପୁର – ୧୨୬, ଯାଜପୁର – ୧୨୪, ମୟୂରଭଞ୍ଜ – ୯୯, କେନ୍ଦ୍ରାପଡ଼ା – ୯୫, ଅନୁଗୋଳ ଜିଲ୍ଲା – ୮୯, ବରଗଡ଼ – ୧୪, ଭଦ୍ରକ – ୭୮, ବଲାଙ୍ଗିର – ୧୮, ବୌଦ୍ଧ – ୧୬, ଢେଙ୍କାନାଳ – ୫୪, ଗଜପତି – ୧୭, ଗଞ୍ଜାମ – ୧୨, ଝାରସୁଗୁଡ଼ା – ୧୦, କଳାହାଣ୍ଡି – ୫, କନ୍ଧମାଳ -୧୪, କେନ୍ଦୁଝର – ୪୨, କୋରାପୁଟ – ୧୦, ମାଲକାନଗିରି – ୨୫, ନବରଙ୍ଗପୁର – ୪, ନୟାଗଡ଼ – ୬୯, ନୂଆପଡ଼ା – ୫, ପୁରୀ – ୮୪, ରାୟଗଡ଼ା – ୨୯, ସମ୍ବଳପୁର – ୪୧, ସୋନପୁର – ୧୦, ସୁନ୍ଦରଗଡ଼ ଜିଲ୍ଲାରେ ୪୩ ଏବଂ ଦେବଗଡରେ ଜଣେ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here