ଖୋଲୁ ଖୋଲୁ ସିଲ୍ ହେଲା ଇନ୍ଦ୍ରଧନୂ ମାର୍କେଟ ବିଶାଲ ମଲ୍ । କୋଭିଡ ନିୟମ ଭାଙ୍ଗିବା ଅଭିଯୋଗରେ ସିଲ୍ ହୋଇଛି ମଲ୍ । ବିଏମସି ଏହାକୁ ସିଲ୍ କରିଛି । ପୂର୍ବରୁ ମଲ ସିଲ ଥିବାବେଳେ ଅମାନିଆ ହୋଇ ଖୋଲିଥିଲେ କର୍ତ୍ତୃପକ୍ଷ । ଫଳରେ ମଲରେ ଚଢାଇ କରିଥିଲା ଏନଫୋର୍ସମେଣ୍ଟ ଟିମ୍ । ସାଉଥ୍ ୱେଷ୍ଟ ଜୋନ ଜେଡିସିଙ୍କ ନେତୃତ୍ୱରେ ମଲରେ ଚଢାଉ ହୋଇଛି ।

LEAVE A REPLY

Please enter your comment!
Please enter your name here