ବାରମ୍ବାର କୋଭିଡ ନିୟମ ଉଲ୍ଲଘଂନ କରୁଛି ତାରିଣୀ ବସ୍ତ୍ରାଳୟ । ଦୋକାନର ପଛପଟେ ଚାଲିଥିଲା କାରବାର । ଚୋରା କାରବାର ଧରାପଡିବା ପରେ ଦୋକାନ ସିଲ୍ କରିବା ସହ ୭୫,୦୦୦ ଟଙ୍କା ଫାଇନ୍ ଆଦାୟ କରିଥିଲେ । ଏବଂ ଅମାନିଆ ହୋଇ ଲୁଗା କିଣିବାକୁ ଆସିଥିବା ଗ୍ରାହକ ମଧ୍ୟ ଗଣିଥିଲେ ତଣ୍ଡ । କାଟିଥିଲେ ମୋଟାଙ୍କର ଫାଇନ୍ । ୫୦୦ ଟଙ୍କା ଲେଖାଏଁ ହିସାବରେ ଗ୍ରାହକଙ୍କ ଠାରୁ ୨୫,୦୦୦ ଟଙ୍କା ଆଦାୟ ହୋଇଛି । ବିଏମସିର ସେଣ୍ଟ୍ରାଲ ସ୍କ୍ୱାଡ ଏହି ଚଢାଉ କରିଥିଲା

LEAVE A REPLY

Please enter your comment!
Please enter your name here