ଜୁନ୍ ୧୦ ତାରିଖରେ ବର୍ଷର ପ୍ରଥମ ଓ ଶେଷ ସୂର୍ଯ୍ୟ ପରାଗ । ଆମେରିକା, ୟୁରୋପ, ଏସିଆ ମହାଦେଶରେ କିଛି ଅଞ୍ଚଳରେ ଦୃଶ୍ୟମାନ ହେବ । ଭାରତରେ କେବଳ ଜାମ୍ମୁ-କାଶ୍ମୀରର ୧୦ ପ୍ରତିଶତ ଅଞ୍ଚଳରେ ଆଶିଂକ ଦିଶିବ । ଓଡିଶାରେ ପରାଗ ଦୃଶ୍ୟମାନ ହେବନି । ଭାରତୀୟ ସମୟ ମଧ୍ୟାହ୍ନ ୧ଟା ୪୨ରୁ ସନ୍ଧ୍ୟା ୬ଟା ୪୧ ପର୍ଯ୍ୟନ୍ତ ପରାଗ । ପରବର୍ତ୍ତୀ ସୂର୍ଯ୍ୟପରାଗ ୨୦୨୨ ଅକ୍ଟୋବର ୨୫ରେ ଦେଖାଯିବ ।

LEAVE A REPLY

Please enter your comment!
Please enter your name here