କଥା ଦେଇ କଥା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡରେ ପ୍ରାଣ ହରାଇଥିବା ୧୭ ଲକ୍ଷ ସାମ୍ବାଦିକ ପରିବାରଙ୍କୁ ୧୫ ଲେଖାଏଁ ସହାୟତା ମଞ୍ଜୁର ହୋଇଛି । ଏହି ସାମ୍ବାଦିକଙ୍କ ମଧ୍ୟରେ ଭୁବନେଶ୍ୱରରୁ ୪ ଜଣ, ଗଞ୍ଜାମରୁ ୭, ବଲାଙ୍ଗୀର-୩, କଳାହାଣ୍ଡିରୁ ଜଣେ , ଯାଜପୁରରୁ ୨ ସାମ୍ବାଦିକ ଅଛନ୍ତି ।

LEAVE A REPLY

Please enter your comment!
Please enter your name here