ଓ୍ବାସିମ ଜାଫରଙ୍କୁ ଓଡିଶା ସିନିଅର କ୍ରିକେଟ ଦଳର କୋଚ୍ ଭାବେ ନିଯୁକ୍ତି ଦିଆଯାଇଛି । ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । 43 ବର୍ଷିୀୟ ଓ୍ବାସିମ 31 ଟି ଟେଷ୍ଟ ଓ ଦୁଇଟି ଓ୍ବାନ ଡେ ଖେଳିଛନ୍ତି । ପୂର୍ବରୁ ବାଂଲାଦେଶ ବ୍ୟାଟିଂ ଟିମର କୋଚ୍ ଥିଲେ ଓ୍ବାସିମ ।

LEAVE A REPLY

Please enter your comment!
Please enter your name here