ଟୋକିଓ ଅଲମ୍ପିକ୍ସ । ପୁରୁଷ ହକିରେ ଭାରତର ରୋମାଞ୍ଚକର ବିଜୟ । ନ୍ୟୁଜିଲାଣ୍ଡକୁ ୩-୨ରେ ହରାଇ ଅଭିଯାନ ଆରମ୍ଭ କଲା ଭାରତ । ରୂପିନ୍ଦର ଗୋଟିଏ ଓ ମନପ୍ରୀତ ୨ଟି ଗୋଲ କରି ବିଜୟୀ କରାଇଲେ । ଆୟାଜକ ଜାପାନକୁ ୫-୩ ଗୋଲରେ ହରାଇଲା ଅଷ୍ଟ୍ରେଲିଆ । ସେହିପରି ତୀରନ୍ଦାଜୀର ମିଶ୍ରିତ ଯୁଗଳ ବିଭାଗ କ୍ୱାର୍ଟର ଫାଇନାଲରେ ଦୁଇ ଭାରତୀୟ ଖେଳାଳୀ । ଦୁଇ ଭାରତୀୟ ଖେଳାଳୀ ଦୀପିକା କୁମାରୀ ଓ ପ୍ରବୀଣ ଯାଦବ । ତାଇପେକୁ ୫-୩ ହରାଇ କ୍ୱାର୍ଟର ଫାଇନାଲରେ ପହଁଞ୍ଚିଲେ ।

LEAVE A REPLY

Please enter your comment!
Please enter your name here