କେରଳ ଛୁଇଁଲା ମୌସୁମୀ । କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । କେରଳର ଦକ୍ଷିଣାଞ୍ଚଳକୁ ମୌସୁମୀ ବାୟୁ ଛୁଇଁଥିବା ଆଇଏମଡିର ସୂଚନା । ମୌସୁମର ଆଜି କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଥିଲା ଆଇଏମଡି । କେରଳ ଛୁଇଁବାର ୧୦/୧୨ ଦିନ ପରେ ଓଡିଶା ଛୁଇଁବ କହିଛି ଆଇଏମଡି ।

LEAVE A REPLY

Please enter your comment!
Please enter your name here