ରାଜ୍ୟରେ ପୂରଣ ହେବ ୧୧ ହଜାର ୪୫୦ଟି ଶିକ୍ଷକ ପଦବୀ । ଏନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ସରକାରଙ୍କର ନିର୍ଦ୍ଦେଶ ଅନୁସାରେ , ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ୧୧,୪୫୦ଟି ଶିକ୍ଷକ ପଦବି ପୂରଣ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ ୪୬୧୯ ଟି ଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଏମାନଙ୍କ ମଧ୍ୟରୁ ୨୦୫୫ ହିନ୍ଦୀ, ୧୩୦୪ ସଂସ୍କୃତ ଏବଂ ୧୨୬୦ ପିଇଟି ଶିକ୍ଷକ ପଦବୀ ରହିଛି ।
ଦ୍ୱିତୀୟ ପର୍ଯ୍ୟାୟରେ ୬ ହଜାର୬୫ ଟିଜିଟି , ଏବଂ ତେଲୁଗୁ ଏବଂ ତୃ୍‌ତୀୟ ପର୍ଯ୍ୟାୟରେ ୯୪୦ ନୂତନ ସୃଷ୍ଟି ହୋଇଥିବା ଟିିଜିଟି , କ୍ଲାସିକାଲ ଏବଂ ହିନ୍ଦୀ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ନେଇ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here