ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ପାଣିରେ ଗାଧୋଇ ଜ୍ୱରରେ ପଡିଥିଲେ ମହାପ୍ରଭୁ । ମହାପ୍ରଭୁଙ୍କୁ ଆରୋଗ୍ୟ କରାଇବା ପାଇଁ ଫୁଲୁରି ତେଲ ସହ ଅନେକ ଔଷଧୀୟ ଚିକିତ୍ସା କରାଯାଇଥିଲା । ପୀଡା ଉପସମ ପାଇଁ ଫୁଲୁରୀ ତେଲ ଘଷା ହୋଇଥିଲା । ଏହାପରେ ମହାପ୍ରଭୁ ଆଜି ସୁସ୍ଥ ହୋଇଛନ୍ତି । ଚତୁର୍ଦ୍ଧା ମୂର୍ତ୍ତି ଜ୍ୱରରୁ ସୁସ୍ଥ ହେବା ସମ୍ପର୍କରେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ସେବାୟତ ନଅରକୁ ଯାଇ ଗଜପତିଙ୍କୁ ଖବର ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here