ବର୍ଷା-ଅନୁଭୁବ ପାରିବାରିକ ବିବାଦ ମାମଲା । ପୁଣି ଅନୁଭବଙ୍କୁ ଲାଗିଛି ଝଟକା । ଅନୁଭବଙ୍କ ପୈତୃକ ଘରେ ହିଁ ରହିବେ ବର୍ଷା ପ୍ରିୟଦର୍ଶିନୀ । ନିକଟରେ ଏସଡିଜେଏମ କୋର୍ଟ ଶୁଶାଣି କରି ନିର୍ଦ୍ଦେଶ ଦେଇଥିଲେ ଯେ, ଅନୁଭବଙ୍କ ଘର ଛାଡି ଅନ୍ୟତ୍ର ରହିବେ ବର୍ଷା । ଏବଂ ଅନୁଭବ ମାସକୁ ୩୦ ହଜାର ଦେବେ । ତେବେ ଏହି ଶୁଣାଣି ଉପରେ ରୋକ୍ ଲାଗିଛି ।

LEAVE A REPLY

Please enter your comment!
Please enter your name here