ଟ୍ରକ୍ ମାଲିକ ସଂଘର କୋଟି କୋଟି ଟଙ୍କା ଆତ୍ମସାତ୍ ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓଙ୍କ...
ଭୁବନେଶ୍ୱର: ଟ୍ରକ୍ ମାଲିକ ସଂଘର କୋଟି କୋଟି ଟଙ୍କା ଆତ୍ମସାତ୍ ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ନେକାଣ୍ଟି ଭାସ୍କର ରାଓଙ୍କ ରାୟଗଡ଼ା ଏବଂ ବିଶାଖାପାଟଣା ସ୍ଥିତ ବାସଭବନ ସମେତ ୧୧ଟି ସ୍ଥାନରେ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା...
ବାତ୍ୟା କ୍ଷୟ କ୍ଷତି ପାଇଁ କେନ୍ଦ୍ରୀୟ ଟିମ୍ ନିକଟରେ ୨୫୨୬ କୋଟି ଟଙ୍କାର ଆର୍ଥକ ସହାୟତା ଦାବି କଲେ...
ଭୁବନେଶ୍ୱର: ଅର୍ଣ୍ଣବ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରବି ଶଙ୍କରଙ୍କ ନେତୃତ୍ୱରେ ଆସିଥିବା ୮ଜଣିଆ ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ ଗଜପତି ଓ ଗଞ୍ଜାମ ଜିଲ୍ଲାର କ୍ଷତିଗ୍ରସ୍ତ ଅଂଚଳ ବୁଲି...
ଗୋଷ୍ଠୀ ସଂଘର୍ଷରୁ ମାଉସୀ ମା’ ଛକରେ ଗୁଳିକାଣ୍ଡ; ଜଣଙ୍କର ମୃତ୍ୟୁ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ପୁଣି ଥରେ ଅଶାନ୍ତ ହୋଇପଡ଼ିଛି। ସହରର ଅତ୍ୟନ୍ତ ଜନଗହଳିପୂର୍ଣ୍ଣ ମାଉସୀ ମା’ ଛକରେ ଗୁଳିକାଣ୍ଡ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। କୌଣସି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା...
୭ଟି ବିଶ୍ୱବିଦ୍ୟାଳୟକୁ ତୁରନ୍ତ NAAC ନବୀକରଣ ପାଇଁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ
ଭୁବନେଶ୍ୱର: ୭ଟି ସରକାରୀ ବିଶ୍ୱବିଦ୍ୟାଳୟକୁ NAAC ମାନ୍ୟତା ନବୀକରଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ମାନ୍ୟତା ନବୀକରଣ ପ୍ରକ୍ରିୟାରେ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ। ଏଥିସହ UGC ସହ...
ପଛପଟୁ ଧକ୍କା ଦେଲା ସ୍କର୍ପିଓ, ଜୀବନ ହାରିଲେ ୪୪ ବର୍ଷୀୟ ପ୍ରଦୀପ
କଟକ: ଢେଙ୍କାନାଳ ପୌର ନିର୍ବାହୀ ଅଧିକାରୀ ଅଶ୍ବିନୀ ଦାସଙ୍କ ସ୍କର୍ପିଓ ଗାଡି ଧକ୍କାରେ ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ । ଧକ୍କା ଦେଇଥିବା ସ୍କର୍ପିଓ ଗାଡ଼ିଟି ଢେଙ୍କାନାଳ ପୌର ପାଳିକା ନିର୍ବାହୀ ଅଧିକାରୀଙ୍କର ବୋଲି ଜଣା ପଡିଛି...
ଓଏଫଡିସିରୁ ବିଦା ହେଲେ ବିଷ୍ଣୁପଦ, ରୂପା ମିଶ୍ରଙ୍କୁ ମିଳିଲା ପଂଚାୟତିରାଜ ସଚିବ ଦାୟିତ୍ୱ
ଭୁବନେଶ୍ୱର: ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫଡିସି) ଅଧ୍ୟକ୍ଷ ତଥା ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ନିଜ କ୍ଷମତାର ଅପବ୍ୟବହାର କରିବା ପୁଣିଥରେ ମହଙ୍ଗା ପଡ଼ିଛି। ମାତ୍ର ୯ମାସ ବ୍ୟବଧାନରେ ତାଙ୍କୁ ପୁଣିଥରେ ସାଧାରଣ ପ୍ରଶାସନ...
ବେସରକାରୀ ଅନୁଦାନପ୍ରାପ୍ତ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ପାଇଁ ମାସିକ ପ୍ରୋତ୍ସାହନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଦାୟିତ୍ୱ ତୁଲାଉଥିବା ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। ଏଣିକି ସେମାନେ କାର୍ଯ୍ୟ କରୁଥିବା ସ୍ଥାନ ଏବଂ ପୋଷ୍ଟିଂର ଭୌଗୋଳିକ ସ୍ଥିତି ଅନୁଯାୟୀ...
ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ ସହିତ କୋରାପୁଟ ଜିଲ୍ଲା ପ୍ରଶାସନର ଚାପ ପରେ କୋଟିଆରୁ ଫେରିଗଲେ ପୁଲିଂ ପାର୍ଟି
ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଆନ୍ଧ୍ରପ୍ରଦେଶ ସରକାର କୋଟିଆ ଗ୍ରାମପୁଞ୍ଜରେ ପଂଚାୟତ ଓ ମଣ୍ଡଳ ନିର୍ବାଚନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ l ହେଲେ ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ସହ...
ବାତ୍ୟା ଅର୍ଣ୍ଣବ କ୍ଷତିଗ୍ରସ୍ତଙ୍କ ପାଇଁ ୧୦୭.୭୦ କୋଟିର ସହାୟତା ରାଶି ମଞ୍ଜୁର କଲେ SRC
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ୱାରା ବାତ୍ୟା ପ୍ରଭାବିତଙ୍କ ପାଇଁ ଘୋଷଣା ହୋଇଥିବା ସ୍ୱତନ୍ତ୍ର ପ୍ୟାକେଜ ଅଧୀନରେ ପ୍ରଭାବିତ ଲୋକଙ୍କୁ ନଗଦ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ ପକ୍ଷରୁ ରାଜ୍ୟ...
ବିଶ୍ୱାସରେ ବିଷ ଦେଲା କେୟାରଟେକର, ମାଲିକାଣୀଙ୍କୁ ହତ୍ୟା କରି ଫେରାର
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମାଲିକାଣୀଙ୍କୁ ମାରି ସୁନାଗହଣା ଧରି ଫେରାର ହୋଇଯାଇଥିବା ଅଭିଯୋଗ। ଲକ୍ଷ୍ମୀସାଗରର ବୁଦ୍ଧ ନଗରରେ ଘଟିଛି ଏହି ଘଟଣା। ବିଶ୍ୱାସରେ ବିଷ ଦେଲା କେୟାରଟେକର। ମୃତ ବୃଦ୍ଧାଙ୍କ ନାଁ କୁଞ୍ଜଲତା ନନ୍ଦ। ତାଙ୍କୁ ୭୬...
















