ସିଜେପି ପ୍ରଦର୍ଶନ ମାମଲା: ଭ୍ରାନ୍ତ ଖବରକୁ ସିଜେଆଇଙ୍କ କଡ଼ା ନିନ୍ଦା
ନୂଆଦିଲ୍ଲୀ: କକରୋଚ୍ ଜନତା ପାର୍ଟିର ପ୍ରଦର୍ଶନକାରୀଙ୍କ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ମନା କରିଦେଇଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ତୀବ୍ର ନିନ୍ଦା କରିଛନ୍ତି। ସେ ସ୍ପଷ୍ଟ...
ହଟିଲେ କେନ୍ଦ୍ର ଶିକ୍ଷା ସଚିବ ବିନୀତ ଯୋଶୀ, ନରେଶ ପାଲ୍ଙ୍କୁ ନୂଆ ଦାୟିତ୍ୱ
ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍କୁ ନେଇ କକ୍ରୋଚ୍ ଜନତା ପାର୍ଟି ର ଆନ୍ଦୋଳନ ଜାରି ରହିଥିବା ବେଳେ କେନ୍ଦ୍ର ସରକାର ଶିକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଫିସରଙ୍କୁ ବଦଳି କରିଛନ୍ତି। ଉଚ୍ଚଶିକ୍ଷା ବିଭାଗର ସଚିବ ବିନୀତ ଯୋଶୀଙ୍କୁ ତାଙ୍କ ପଦବୀରୁ...
ଦୁର୍ଦ୍ଦାନ୍ତ ଅପରାଧୀ କାଳିଆକୁ ପୋଲିସର ଏନ୍କାଉଣ୍ଟର
ବ୍ରହ୍ମପୁର: ପୁରୁଷୋତ୍ତମପୁର ନଦୀତଟ ସାହିର କୁକ୍ଷାତ ଅପରାଧି କାଳିଆ ଓରଫ ଘନଶ୍ଯାମ ବେହେରାଙ୍କୁ ପୋଲିସ ଏନକାଉଣ୍ଟର କରିଛି । ପୁରୁଷୋତ୍ତମପୁର ଥାନା ଆଇଆଇସି କୁଳମଣି ସେଠୀ ଓ ତାଙ୍କ ଟିମ ସହ କୋଦଳା -ସିଂହାସିନି ରୋଡ଼ରେ ମୁହାଁମୁହିଁ ହୋଇଥିଲା କାଳିଆ।...
ବାହୁଡା଼ ଯାତ୍ରା ପାଇଁ ଭକ୍ତମୟ ଶ୍ରୀକ୍ଷେତ୍ର:ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାବିଗ୍ରହ
ପୁରୀ: ଆଜି ହେଉଛି ଆଷାଢ଼ ଶୁକ୍ଳପକ୍ଷ ଦଶମୀ(ବାହୁଡ଼ା ଦଶମୀ)। ଆଜି ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାବିଗ୍ରହ l ପୂର୍ବ ନିର୍ଦ୍ଧାରିତ ନୀତିକାନ୍ତି ଅନୁସାରେ ଆଜି ସକାଳ ୪ଟାରେ ମଙ୍ଗଳ ଆଳତୀ, ୪ଟା ୧୫ରେ ମଇଲମ, ୪ଟା ୩୦ରେ ତଡ଼ପଲାଗି ଓ...
ହେଲିକପ୍ଟର ଗସ୍ତ ମାମଲାରେ ଜବାବ ଦାଖଲ କଲେ ନବୀନ-ପାଣ୍ଡିଆନ
ଭୁବନେଶ୍ୱର: ହେଲିକପ୍ଟର ଗସ୍ତ ମାମଲା ରେ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଉଭୟ ପାଣ୍ଡିଆନ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଓକିଲଙ୍କ ମାଧ୍ୟମରେ ଜବାବ ଦାଖଲ କରିଛନ୍ତି। ଜୁଲାଇ ୧୫ତାରିଖ ସୁଦ୍ଧା ପକ୍ଷ ରଖିବାକୁ ଉଭୟଙ୍କୁ...
ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫% ବଢ଼ିଲା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ ପ୍ରତିଶତ ବୃଦ୍ଧି କରିଛନ୍ତି । ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜାନୁଆରୀ ୧ରୁ ମିଳିବ। କର୍ମଚାରୀମାନେ ଏହି ବର୍ଦ୍ଧିତ ଡିଏକୁ ସେମାନଙ୍କ ଜୁଲାଇ...
ପୋଖରୀକୁ ଖସି ପଡ଼ିଲା ବରଯାତ୍ରୀ କାର୍, ୫ ମୃତ
ଢେଙ୍କାନାଳ: ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ସଦର ଥାନା ଛାଟିଆ ଗ୍ରାମରେ ଏକ ବରଯାତ୍ରୀ କାର୍ ଭାରସାମ୍ୟ ହରାଇ ପୋଖରୀରେ ବୁଡ଼ି ଯାଇଥିଲା । ଗାଡ଼ିରେ ୭ ଜଣ ଯୁବକ ରହିଥିବା ବେଳେ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ...
ସରକାରୀ ଔଷଧ ଗୋଦାମ ବାହାରେ ପଡ଼ିଛି କୁଢ଼ କୁଢ଼ ଔଷଧ
ମୋହନା: ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିସିନ ଷ୍ଟୋର ପାର୍ଶ୍ୱରେ ଥିବା ଏକ ପରିତ୍ୟକ୍ତ ଘର ଓ ବାହାରେ କୁଢ଼ କୁଢ଼ ଔଷଧ ପଡ଼ିଥିବା ଦେଖିବାକୁ ମିଳିଛି । ବହୁବର୍ଷ ପୂର୍ବରୁ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଔଷଧ ବାହାରେ ପଡିବା...
ଗଜପତିଙ୍କ ପରାମର୍ଶ ମାନିଲା ବେଙ୍ଗାଲୁରୁ ଇସ୍କନ୍, ପୁରୀ ଶ୍ରୀମନ୍ଦିର ଅନୁସାରେ ହେବ ରଥଯାତ୍ରା
ପୁରୀ: ପୁରୀ ଗଜପତି ମହାରାଜାଙ୍କ ପରାମର୍ଶକୁ ଗ୍ରହଣ କରିଛି ବେଙ୍ଗାଲୁରୁର ଶ୍ରୀଳ ପ୍ରଭୁପାଦ ଇସ୍କନ୍। ଏଣିକି ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ପାଳନ ହେଉଥିବା ତିଥି ଓ ପରମ୍ପରା ଅନୁସାରେ ହିଁ ରଥଯାତ୍ରା ଆୟୋଜନ କରାଯିବ ବୋଲି ଇସ୍କନ୍ ପକ୍ଷରୁ ସ୍ପଷ୍ଟ...
ଜେ.ପି. ନଡ୍ଡାଙ୍କ ସହ ଆଲୋଚନାକୁ ପ୍ରତ୍ୟାଖ୍ୟାନ କଲେ ପ୍ରତିବାଦକାରୀ
ନୂଆଦିଲ୍ଲୀ: ପ୍ରତିବାଦକାରୀଙ୍କ ସହ ଆଲୋଚନା କରିବାକୁ ସରକାର ବାରମ୍ବାର ନିବେଦନ କରୁଥିବା ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ପ୍ରାପ୍ତ ସୂଚନା ଅନୁସାରେ, କକ୍ରୋଚ୍ ଜନତା ପାର୍ଟି ନେତାମାନେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ସହ ଆଲୋଚନା କରିବାକୁ ମନା...

















