21.1 C
Bhubaneswar
Monday, November 16, 2026
-Advertisement-

ମହାଦେବ ବେଟିଂ ଆପ୍‌ ଉପରେ CBIର ମେଗା ରେଡ୍; ୬ ରାଜ୍ୟର ୩୩ ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ: ମହାଦେବ ଅନଲାଇନ୍ ବୁକ୍ ବେଟିଂ ଆପ୍‌ର ନେଟୱର୍କ ଉପରେ ଦେଶବ୍ୟାପୀ ଚଢ଼ାଉ କରିଛି CBI। ଗତ କିଛି ଦିନ ମଧ୍ୟରେ ୬ଟି ରାଜ୍ୟର ୩୩ଟି ସ୍ଥାନରେ ରେଡ୍ କରିଛି ତଦନ୍ତକାରୀ ଟିମ୍। ଏହି ଚଢ଼ାଉରେ ଅନେକ...

ପୂର୍ବତନ ବିଚାରପତି ଜଷ୍ଟିସ୍ ସି.ଏସ୍. କର୍ଣ୍ଣନଙ୍କ ପରଲୋକ

ଚେନ୍ନାଇ: ମାଡ୍ରାସ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ସି.ଏସ୍. କର୍ଣ୍ଣନ (୭୧)ଙ୍କର ଅସୁସ୍ଥତା କାରଣରୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କ ବିୟୋଗରେ ଆଇନ ଓ ନ୍ୟାୟିକ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କର...

ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ଅମିତ ଶାହ:ଆସନ୍ତା ୨୯ରେ ଅନୁଷ୍ଠିତ ହେବ ପୂର୍ବାଞ୍ଚଳ ପରିଷଦର ୨୮ତମ ବୈଠକ

ଭୁବନେଶ୍ୱର: ଚଳିତମାସ ୨୯ତାରିଖରେ ଭୁବନେଶ୍ୱରରେ ୨୮ତମ ପୂର୍ବାଂଚଳ ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ ହେବ। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ଦିନିକିଆ ବୈଠକରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ ଓ...

ରାହୁଲ ଗାନ୍ଧୀ ‘ମୋଦୀ ଫୋବିଆ’ରେ ପୀଡ଼ିତ:ଏକନାଥ ସିନ୍ଦେ

ମୁମ୍ବାଇ: ରାହୁଲ ଗାନ୍ଧୀଙ୍କ ଫୋନ୍ ଟ୍ୟାପିଂ ସମ୍ପର୍କିତ ଅଭିଯୋଗକୁ ନେଇ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପ୍ରଶ୍ନ ଉଠାଇଛନ୍ତି। ରାଜନୈତିକ ଭାବେ ନିଜ ସ୍ଥିତି ଦୁର୍ବଳ ହେଉଥିବାରୁ ଆଲୋଚନାରେ ରହିବା ପାଇଁ ରାହୁଲ ଏଭଳି ଅଭିଯୋଗ କରୁଥିବା...

ପୁଣି ଅଶାନ୍ତ ମଣିପୁର, ଦୁଇ କାର୍‌ ଉପରେ ଆତଙ୍କବାଦୀଙ୍କ ଗୁଳିବର୍ଷା

ମଣିପୁର: ଉଗ୍ରବାଦୀଙ୍କ କାର୍ଯ୍ୟକଳାପରେ ପୁଣି ଥରେ ମଣିପୁର ଅଶାନ୍ତ ହୋଇପଡ଼ିଛି । ଆଜି ରାଜ୍ୟରେ ୨ ଜଣ ଆତଙ୍କବାଦୀ ଦୁଇଟି କାର୍ ଉପରେ ଆଖିବୁଜା ଗୁଳି ଚାଳନା କରିଛନ୍ତି । ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି...

ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆ ମୁକାବିଲାରେ ଭାରତର ଶୋଚନୀୟ ପରାଜୟ ମାତ୍ର ୮୯ ରନରେ ହେଲେ ଅଲଆଉଟ୍

ନୂଆଦିଲ୍ଲୀ: ଚତୁର୍ଥ ଦିନିକିଆରେ ନ୍ୟୁଜିଲାଣ୍ଡଠୁ ୨୪୪ ରନରେ ହାରିଛି ଭାରତ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୩୩୩ ରନ କରିବା ସହିତ ଭାରତକୁ ଏକ ବଡ଼ ଟାର୍ଗେଟ୍ ଦେଇଥିଲା ।ଦଳ ପକ୍ଷରୁ ୱିଲ୍...

ଅମିତାଭ ବଚ୍ଚନଙ୍କ ବଙ୍ଗଳା ‘ଜଲସା’, ମୁମ୍ବାଇ ମେୟରଙ୍କ କାର୍ଯ୍ୟାଳୟ ଏବଂ ବିମାନବନ୍ଦରକୁ ବୋମାରେ ଉଡ଼ାଇଦେବାକୁ ଇ-ମେଲ୍ ରେ ଧମକ

ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବଙ୍ଗଳା ‘ଜଲସା’, ମୁମ୍ବାଇ ମେୟରଙ୍କ କାର୍ଯ୍ୟାଳୟ ଏବଂ ବିମାନବନ୍ଦରକୁ ଉଡ଼ାଇ ଦେବାକୁ ଇ-ମେଲ୍ ଜରିଆରେ ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ହାଇଆଲର୍ଟରେ ରହିଛନ୍ତି। ନଭେମ୍ବର ୧୨ ତାରିଖ ସକାଳ ପ୍ରାୟ...

କେଜ୍ରିୱାଲ ଓ ଝିଅ ହର୍ଷିତାଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଝିଅ ହର୍ଷିତାଙ୍କୁ ମିଳିଛି ହତ୍ୟା ଧମକ। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନାଁରେ କେହି ଜଣେ ଫୋନ ଯୋଗେ ଏପରି ଧମକ ଦେଇଛି। ଧମକ ଦେଉଥିବା ବ୍ୟକ୍ତି ୭...

ଜମ୍ମୁ କାଶ୍ମୀର କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ତିନି ସିଆରପିଏଫ ଯବାନ ଗୁରୁତର

ଜମ୍ମୁ କାଶ୍ମୀର: ଜାମୁକାଶ୍ମୀରର କୁଲଗାମରେ ସିଆରପିଏଫ ଚେକ ପୋଷ୍ଟ ଉପରେ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରିଛନ୍ତି । ବାଇକରେ ଆସିଥିବା ୨ ଜଣ ଆତଙ୍କବାଦୀ କରିଥିବା ହମଲାର କିଛି ଦୃଶ୍ୟ ଓ ଗୁଳିମାଡ଼ର ଶବ୍ଦ ସିସିଟିଭିରେ କଏଦ...

ଆଇପିଏଲ-୨୦୨୭: ପଞ୍ଜାବ କିଙ୍ଗସରେ ସାମିଲ ହେଲେ ହାର୍ଦ୍ଦିକ, ମୁମ୍ବାଇ ଇଣ୍ଡିଆନ୍ସ ଗଲେ ଅର୍ଶଦୀପ

ନୂଆଦିଲ୍ଲୀ: ଆଇପିଏଲ-୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ପଞ୍ଜାବ କିଙ୍ଗସ୍ ପାଇଁ ଖେଳିବାକୁ ଯାଉଥିବା ବେଳେ ତାରକା ବୋଲର ଅର୍ଶଦୀପ ସିଂହ ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହୋଇଛନ୍ତି। IPL ପକ୍ଷରୁ ଅଫିସିଆଲ ଭାବେ...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...