ଅପରେସନ୍ ‘ସିନ୍ଦୂର’ ପାକିସ୍ତାନ ବିରୋଧରେ ଭାରତର ସବୁଠୁ ବଡ଼ ସାମରିକ ଅଭିଯାନ ଥିଲା । ଏହି କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଘାଟି ଗୁଡ଼ିକୁ ନଷ୍ଟ କରାଯାଇଥିଲା, ସେପରି ସେନାର ସୈନିକମାନେ ମଧ୍ୟ ମୃତ୍ୟୁବରଣ କରିଥିଲେ । ପାକିସ୍ତାନରେ ପ୍ରସାରିତ ସମା ଟିଭିର ଏକ ଖବରରେ ଏହି ସତ୍ୟକୁ ସ୍ୱୀକାର କରାଯାଇଛି ।‘ଅପରେସନର ସିନ୍ଦୂର’ରେ ମରିଛନ୍ତି ୧୫୦ ପାକ୍ ସୈନିକ ,ଭାରତର ଆକ୍ରମଣରେ ଇସଲାମାବାଦର ବଡ଼ କ୍ଷତି ହୋଇଛି ,ପାକିସ୍ତାନ ସେନାର ୧୫୦ଜଣ ସୈନିକଙ୍କ ମୃତ୍ୟୁ ହୋଇଛି ,ମୃତ ସୈନିକଙ୍କୁ ମରଣୋତ୍ତର ବୀରତ୍ବ ସମ୍ମାନ ପ୍ରଦାନ କରିଛନ୍ତି ପାକ୍ ସରକାର ଏଵଂ ସମ୍ମାନ ଜଣାଇଛନ୍ତି ପାକିସ୍ତାନ ରାଷ୍ଟ୍ରପତି ,ସୈନିକଙ୍କ ମୃତ୍ୟୁକୁ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here