୨୦୨୧ ର ପ୍ରଥମ ବାତ୍ୟା ଆରବ ସାଗରରେ ସୃଷ୍ଟି ହେବାର ସମ୍ଭାବନା । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୧୪ ତାରିଖ ସକାଳ ସୁଦ୍ଧା ବାତ୍ୟା ଲଘୁଚାପର ରୂପ ନେଇପାରେ । ଆସନ୍ତା ୧୬ ତାରିଖ ସୁଦ୍ଧା ବାତ୍ୟାରେ ରୂପାନ୍ତରିତ ହୋଇପାରେ । ବାତ୍ୟା ହେଲେ ନାଁ ରହିବ ତଉକ୍‌ତେ । ଏହି ନାଁ ଦେଇଛି ମିଆଁମାର । ଏହାର ପ୍ରଭାବରେ କେରଳ, ତାମିଲନାଡୁ , ଲାକ୍ଷାଦ୍ୱୀପ ଉପକୂଳରେ ବର୍ଷା ସମ୍ଭାବନା । ଗୁରୁବାର ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here