କଟକରୁ ନକଲି ଔଷଧ କାରବାର ଥମୁନି । ପୁଣି ଜବତ ହୋଇଛି ରକ୍ତଚାପ ପାଇଁ ବ୍ୟବହୃତ ଟେଲମା-୪୦ । ଏହାର ୧୩ ଶହ ଷ୍ଟ୍ରିପ୍‌କୁ ଏକ ଟ୍ରାନ୍ସପୋର୍ଟ ଏଜେନ୍ସିରୁ ଜବତ କରାଯାଇଛି । ବିହାରରୁ ଆସିଥିବା ଔଷଧକୁ ଭିଆର ଏଜେନ୍ସିକୁ ପଠାଯାଉଥିଲା । ପୁରୀ ଘାଟ ଥାନା ପୁଲିସ୍‌ ଚଢ଼ଉ କରି ଔଷଧ ଜବତ କରିଛି। ବର୍ତ୍ତମାନ ସୁଦ୍ଧା ୧୩୫୦ ଷ୍ଟ୍ରିପ୍‌ର ନକଲି ଔଷଧ ଜବତ କରିଛି ପୁଲିସ୍‌।

LEAVE A REPLY

Please enter your comment!
Please enter your name here