କଟକ ବିଜୁ ପଟ୍ଟନାୟକ ଛକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ । ଘରୋଇ ହସ୍ପିଟାଲ ‘ସନ ରେ ଲାଗିଛି ନିଆଁ । ହସ୍ପିଟାଲର ଉପର ମହଲାରୁ ପ୍ରବଳ ଧୁଆଁ ବାହାରୁଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ । ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ୫ ଅଗ୍ନିଶମ ଗାଡିର ଉଦ୍ୟମ ଜାରି ରହିଛି । ହସ୍ପିଟାଲରେ ଥିବା ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର କରାଯାଉଛି ।

LEAVE A REPLY

Please enter your comment!
Please enter your name here