ଗଞ୍ଜେଇ ରେଡ୍ ବେଳେ ଧରାପଡିଲା ବିପୁଳ ରୂପା ଇଟା ସହ ଚାନ୍ଦି ଅଳଙ୍କାର । ଏବଂ ୧୦ରୁ ୧୨ ଲକ୍ଷ ଟଙ୍କା । ଟାଙ୍ଗି ଟୋଲଗେଟରେ ଯାଞ୍ଚ ବେଳେ ଧରିଲେ ଅବକାରୀ ସ୍କ୍ୱାର୍ଡ । ୧ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ରୂପା ଇଟା ସହ ବହୁ ଚାନ୍ଦି ଅଳଙ୍କାର ମଧ୍ୟ ଜବତ ହୋଇଛି । ଗାଡିରୁ ୧୦ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି । ପଶ୍ଚିମବଙ୍ଗ ନମ୍ବର ଥିବା ଏକ କାରରେ ଚାଲାଣ ହେଉଥିଲା ଏସବୁ । ଆସିକାରୁ ଖଡଗପୁର ଚାଲାଣ ହେଉଥିଲା । ୨ ଜଣଙ୍କୁ ଅଟକ ରଖିଛି ପୋଲିସ । ଗାଡିର ସିକ୍ରେଟ ଚ୍ୟାମ୍ବରରେ ଏସବୁ ନେଉଥିଲେ ।

LEAVE A REPLY

Please enter your comment!
Please enter your name here