ଓଡିଶାରେ ହେବାକୁ ଥିବା ବାତ୍ୟା  `^ò ପାଇଁ ଆଗୁଆ ସତର୍କ ସୂଚନା ଜାରି କରାଯାଇଛି । ଏହାର ପ୍ରଭାବ ଅଧିକ ରହିଥିବାରୁ କେତେକ ଟ୍ରେନ ଚଳାଚk ବାତିଲ କରାଯିବା ସହ ଆଉ କେତେକର ରୁଟ୍ ପରିବର୍ତନ କରାଯାଇଛି । କାଲି ସଂଧ୍ୟା ପରଠାରୁ କେତେକ ଟ୍ରେନ ବାତିଲ କରାଯିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଭଦ୍ରକ ଏବଂ ଭାଇଜାଗ ମଧ୍ୟରେ ରେଳ ଚଳାଚଳ ସ୍ଥଗିତ ସମ୍ଭାବନା ସୃଷ୍ଟି ହୋଇଛି । ସେହିପରି ଯାତ୍ରୀମାନେ ନିଜ ସୁବିଧାରେ ଯାତ୍ରା କରିବାକୁ ପୂର୍ବତନ ରେଳବାଇ ପକ୍ଷରୁ ପରାମର୍ଶ ଜାରି କରାଯାଇଛି । ସେହିପରି ଆସନ୍ତା ୪ ତାରିଖ _~ðý« ନନ୍ଦନକାନନ ବନ୍ଦ କରାଯିବା ନେଇ ସୂଚନା ମିଳିଛି । GjûijòZ ବିପିୟୁଟି ଅଧିନରେ ଥିବା ୧୬୪ଟି କଲେଜର ପରୀକ୍ଷା NêûA ଦିଆଯାଇଛି । ଚଳିତ ମାସ ୨,୩ ଏବଂ ୪ ତାରିଖରେ ହେବାକୁ ଥିବା ପରୀକ୍ଷା ଯଥାକ୍ରମେ ୨୫,୨୭ ଏବଂ ୨୮ରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛିö

LEAVE A REPLY

Please enter your comment!
Please enter your name here