ବଢିଲା କୋଭିଡ କଟକଣା । ରାତି 9 ଟାରୁ ଲାଗୁ ହେଲା ନାଇଟ କର୍ଫ୍ୟୁ । ରାତି 10 ଟା ପରିବର୍ତ୍ତେ ରାତି 9 ଟାରୁ ଲାଗୁ ହେଲା କର୍ଫ୍ୟୁ । କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଆଜି ରାଜ୍ୟ ସରକାର କଟକଣା ବୃଦ୍ଧି କରିଛନ୍ତି । ଏସଆରସି ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି, ସଂକ୍ରମଣ ବଢୁଥିବାରୁ ଲୋକେ ପୁଣି ସଚେତନ ହେବା ଜରୁରୀ ହୋଇପଡିଛି । ସଂକ୍ରମଣକୁ ନଜରରେ ରଖି ସରକାର ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ କ୍ଲାସ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here