କେନ୍ଦ୍ର ବଜେଟରେ ବରିଷ୍ଠ ନାଗରିକଙ୍କୁ ଆୟକର କ୍ଷେତ୍ରରେ ବଡ ଆଶ୍ବସ୍ତି ମିଳିଛି । 75 ବର୍ଷ ବା ତଦୁର୍ଦ୍ଧ ବୟସର ବରିଷ୍ଠ ନାଗରିକଙ୍କୁ ଆୟକର ଦେବାକୁ ପଡିବନି । ପେନସନ ଓ ସୁଧରୁ ଆୟ ପାଉଥିବା ବରିଷ୍ଠ ନାଗରିକଙ୍କୁ ଏହି ରିହାତି ମିଳିଛି । କେବଳ ପେନସନ ଟଙ୍କାରେ ଚଳୁଥିବା ବରିଷ୍ଠ ନାଗରିକମାନଙ୍କୁ ରିଟର୍ଣ୍ଣ ଦାଖଲ କରିବାକୁ ପଡିବନି । ସେହିପରି ଟ୍ୟାକ୍ସ ଅଡିଟ୍ ଲିମିଟ 5 କୋଟିରୁ 10 କୋଟିକୁ ବୃଦ୍ଧି କରାଯାଇଛି । ଆୟକର ରିହାତି ସୀମା ପରିମାଣ ଅପରିବର୍ତ୍ତିତ ରହିଛି ।

LEAVE A REPLY

Please enter your comment!
Please enter your name here