ବାବୁସାନ୍ ଅସୁସ୍ଥ ।ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି। ଅକ୍ସିଜେନ କମିଯିବାରୁ ଅସୁସ୍ଥ ହୋଇ ପଡିଥିଲେ ବାବୁସାନ୍।ବାବୁସାନ୍ ଙ୍କ ଚିକିତ୍ସା 6 ଦିନ ହେବ ଚାଲିଛି। ଏବେ ଅବସ୍ଥାରେ ସୁଧାର ଆସୁଛି। ଘରୋଇ ଡାକ୍ତରଖାନାରେ 6 ଜଣିଆ ଡାକ୍ତରୀ ଦଳ ବାବୁସାନ୍ ଙ୍କ ଚିକିତ୍ସା କରୁଛନ୍ତି.