ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ରେ ମା ସମଲେଇ ପ୍ରକଳ୍ପ ଲୋକାର୍ପଣ କରିଛନ୍ତି I 200 କୋଟି ଟଙ୍କାର ଏହି ପ୍ରକଳ୍ପରେ ମା ସମଲେଇ ମନ୍ଦିର ଓ ଏହାର ପାରିପାର୍ଶ୍ଵିକ ବିକାଶ କାର୍ଯ୍ୟ କରାଯାଇଛି I

LEAVE A REPLY

Please enter your comment!
Please enter your name here