ବ୍ରିଟେନ ମହାରାଣୀ ଏଲିଜାବେଥ୍ ତ୍ୱିତୀୟଙ୍କୁ ଅନ୍ତିମ ବିଦାୟ । ଶେଷକୃତ୍ୱ କାର୍ଯ୍ୟକ୍ରମରେ ସାମିଲ ହେଲେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ବିଶ୍ୱର ପ୍ରମୁଖ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ । ଶେଷଯାତ୍ରାରେ ପ୍ରାୟ ୧୦ ଲକ୍ଷ ଲୋକଙ୍କ ସହ ୨୦୦୦ ବିଶ୍ୱନେତା ସାମିଲ । ରାଜକୀୟା ପରମ୍ପରା ଅନୁଯାୟୀ ଭବ୍ୟ ଆକାରରେ ଏ ଆୟୋଜନ କରାଯାଇଛି । ରାଜକୀୟ ତୋପ ଗାଡିରେ ଏଲିଜାବେଥଙ୍କ କଫିନ୍ ଅଣାଯାଇଥିଲା ।

LEAVE A REPLY

Please enter your comment!
Please enter your name here