ଗୁଜରାଟ ବିଧାନସଭା ନିର୍ବାଚନର ଦ୍ବିତୀୟ ତଥା ଚୂଡାନ୍ତ ପର୍ଯ଼୍ୟାୟ ଭୋଟ ଆଜି ଶେଷ ହୋଇଛି I ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟରେ ଆଜି ତାଙ୍କ ମତଦାନ କରିଛନ୍ତି I ଦ୍ବିତୀଯ ପର୍ଯ଼୍ୟାଯରେ 93ଟି ଆସନ ପାଇଁ ଭୋଟଗ୍ରହଣ ହୋଇଛି I 833 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି I ବିଜେପି ଓ ଆପ୍ ସମସ୍ତ 93ଟି ଆସନରେ ପ୍ରତିଦ୍ବନ୍ଦିତା କରୁଥିବା ବେଳେ କଂଗ୍ରେସ 90 ଆସନରେ ପ୍ରତିଦ୍ବନ୍ଦିତା କରୁଛି I ଗତ 1 ତାରିଖରେ ପ୍ରଥମ ପର୍ଯ଼୍ୟାୟ ମତଦାନ ହୋଇଥିଲା I ଆସନ୍ତା 8 ତାରିଖରେ ଭୋଟ ଗଣତି କରାଯିବ I

LEAVE A REPLY

Please enter your comment!
Please enter your name here