ଇରାନ-ଇସ୍ରାଏଲ ଯୁଦ୍ଧରେ ୩ ଭାରତୀୟଙ୍କ ମୃତ୍ୟୁ
ଇରାନ୍ ଏବଂ ଇସ୍ରାଏଲ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଧିରେ ଧିରେ ଅନ୍ୟ ଦେଶକୁ ବିସ୍ତାର ହେଉଛି । ଓମାନରେ ତୈଳ ଜାହାଜରେ ହୋଇଥିବା ଆକ୍ରମଣରେ ୩ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି । ସୋମବାର ଓମାନର ମାର୍ଶଲ୍ ଦୀପରେ ଥିବା...
ସାଉଦି ଆରବର ସବୁଠୁ ବଡ ତୈଳ କମ୍ପାନି ଉପରେ ଇରାନର ଡ୍ରୋନ ଆଟାକ୍
ମଧ୍ୟ ପ୍ରାଚ୍ୟର ଅନେକ ଦେଶରେ ବନ୍ଦ୍ ହେଉନାହିଁ ମିସାଇଲ ମାଡ ଓ ଡ୍ରୋନ ଆଟାକ୍ । ଇରାନ ସାଉଦି ଆରବର ଆରାମକୋର ରାସ ତନୁରା ରିଫାଇନରୀ ଉପରେ ଡ୍ରୋନ ହମଲା କରିଛି । ରାସ୍ ତନୁରା ହେଉଛି ସାଉଦି ଆରବର...
ପ୍ରତିଶୋଧ ନେଲା ତାଲିବାନ; ପାକିସ୍ତାନ ଉପରେ କଲା ଜୋରଦାର ଆକ୍ରମଣ
ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ତାଲିବାନ ପ୍ରଶାସନର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ଏହା ରାୱଲପିଣ୍ଡିର ନୁର ଖାନ ଏୟାରବେସ୍ ଏବଂ କ୍ୱେଟାର ଦ୍ୱାଦଶ କର୍ପସ ଉପରେ ବିମାନ ଆକ୍ରମଣ କରିଛି ।...
ଥଲପତି ବିଜୟଙ୍କ ସମ୍ପର୍କରେ ଫାଟ; ପତ୍ନୀ ଆଣିଲେ ସାଙ୍ଘାତିକ ଅଭିଯୋଗ
ଥଲପତି ବିଜୟଙ୍କ ଦୀର୍ଘ ୨୭ ବର୍ଷର ବୈବାହିକ ସମ୍ପର୍କରେ ପଡ଼ିଛି ଫାଟ । ତାମିଲ ଅଭିନେତା ଓ ଟିଭିକେ ଦଳର ମୁଖ୍ୟ ଥଲପତି ବିଜୟଙ୍କ ପତ୍ନୀ ସଙ୍ଗୀତା ସୋର୍ଣ୍ଣାଲିଙ୍ଗମ୍ ଛାଡ଼ପତ୍ର ପାଇଁ ଚେନଗଲାପଟ୍ଟୁ ପାରିବାରିକ ଅଦାଲତରେ ଆବେଦନ କରିଛନ୍ତି ।...
ଶକ୍ତିଶାଳୀ ଭୂକମ୍ପରେ ଥରିଲା କୋଲକାତା
କୋଲକାତାରେ ଆଜି ଦିନ ପ୍ରାୟ ୧ଟା ୨୨ ମିନିଟରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। କୋଲକାତା ସମେତ ରାଜ୍ୟର ବିଭିନ୍ନ ଜିଲାରେ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୪ ରେକର୍ଡ କରାଯାଇଛି। ପ୍ରାରମ୍ଭିକ...
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ମିଳିଲା ନ୍ୟାୟ
ଦିଲ୍ଲୀର ବହୁ ଚର୍ଚ୍ଚିତ ଅବକାରୀ ନୀତି ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ନ୍ୟାୟ । ଶୁକ୍ରବାର ଦିଲ୍ଲୀ କୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଓ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ସମସ୍ତ...
ଇସ୍ରାଏଲ ଭାରତକୁ ଦେବ ଶକ୍ତିଶାଳୀ କ୍ଷେପଣାସ୍ତ୍ର
ପ୍ରଧାନମନ୍ତ୍ରୀଙ୍କ ଇସ୍ରାଏଲ ଗସ୍ତରେ ଇସ୍ରାଏଲ ସହ ଏକ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହେବାକୁ ଯାଉଛି। ବିଶ୍ୱର ବିଭିନ୍ନ ଦେଶ ଇସ୍ରାଏଲ ଠାରୁ ଏହି ଅସ୍ତ୍ର ନବାକୁ ଚାହୁଛନ୍ତି କିନ୍ତୁ ଇସ୍ରାଏଲ ଏହାକୁ କେବଳ ଭାରତକୁ ଦେବାକୁ ନିଷ୍ପତ୍ତି ନେଇଛି। ଏହି...
କେରଳର ନାଁ ବଦଳି ହେଲା ‘କେରଳମ୍’
ମଙ୍ଗଳବାର PM ଙ୍କ ନୂତନ ସେବା ତୀର୍ଥ ରେ ଅନୁଷ୍ଠିତ ପ୍ରଥମ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ, ମୋଦି କେରଳ ରାଜ୍ୟର ନାମକୁ କେରଳମ କରିବା ପାଇଁ କେରଳ ସରକାରଙ୍କ ପ୍ରସ୍ତାବକୁ...
ରାଞ୍ଚିରୁ ଦିଲ୍ଲୀ ଯାଉଥିବା ବିମାନ କ୍ରାଶ;୭ ମୃତ
ରାଞ୍ଚିରୁ ଦିଲ୍ଲୀ ଯାଉଥିବା ଏକ ମେଡିକାଲ୍ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଉଡାଣ ଭରିବା ମାତ୍ରେ ବିମାନ ସହ ସଂପର୍କ ଛିନ୍ନ ହୋଇଥିଲା । ଝାଡଖଣ୍ଡର ପାଲମୁରେ ବିମାନର ଶେଷ ଲୋକେସନ ମିଳିଥିଲା । ଏହି ଚାର୍ଟର ଆମ୍ବୁଲାନ୍ସରେ...
ଭାରତୀୟ ବାୟୁସେନାର ତେଜସ ବିମାନ ଦୁର୍ଘଟଣାଗ୍ରସ୍ତ
ଭାରତୀୟ ବାୟୁସେନାର ଏକ ତେଜସ ଲଢୁଆ ବିମାନ ବ୍ରେକ ଫେଲ୍ ହେବାରୁ ଏୟାରବେସ ରନୱେରୁ ଆଗକୁ ଖସି ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ବିମାନର ବହୁତ କ୍ଷତି ଘଟିଛି ଓ ବିମାନର ପାଇଲଟ୍ ସୁରକ୍ଷିତ ଭାବେ ବିମାନରୁ ବାହାରି...



















