ଗାଁକୁ ଯିବେ ସହରୀ ସ୍କୁଲ ଶିକ୍ଷକ
ଗାଁକୁ ଯିବେ ସହରୀ ସ୍କୁଲ ଶିକ୍ଷକ । ସହରାଞ୍ଚଳର ଅନେକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ତୁଳନାରେ ଶିକ୍ଷକ ଅଧିକ ଅଛନ୍ତି । ଆଉ ଗାଁ ସ୍କୁଲ ମାନଙ୍କରେ ଶିକ୍ଷକଙ୍କ ସଂଖ୍ୟା କମ ରହିଛି । ଏମିତି ଅନେକ ସ୍କୁଲ ରହିଛି ଯେଉଁଠି...
ଅଗ୍ନିବୀର ସ୍କାମ, 5 ଅଧିକାରୀ ଗିରଫ
ଭୁବନେଶ୍ବର - ଅଗ୍ନିବୀର ପଦବୀରେ ନିଯୁକ୍ତି ପାଇଁ ଚାଲିଥିବା ବଡ଼ ଧରଣର ସ୍କାମ୍ ଧରାପଡ଼ିଛି । ଚିଲିକା, ଉତ୍ତରପ୍ରଦେଶ, ଆଣ୍ଡାମାନ ନିକୋବରରୁ ୫ ଜଣ ଅଧିକାରୀଙ୍କୁ ଗିରଫ କରାଯାଇଛି । ଭାରତୀୟ ନୌସେନାରେ ଅଗ୍ନିବୀର ପଦବୀ ଲାଗି ଲାଞ୍ଚ କାରବାରରେ...
ଭିଜନ ଅଫ୍ ନ୍ୟୁ ଇଣ୍ଡିଆ କନ୍କ୍ଲେଭ : ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ସମ୍ମାନରେ ସୋଆ ସମ୍ମାନିତ
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ‘ଏକ୍ସିଲେନ୍ସ ଇନ୍ ଦ ଫିଲ୍ଡ ଅଫ୍ ଏଜୁକେସନ୍’ ସମ୍ମାନରେ ସମ୍ମାନିତ କରାଯାଇଛି । ନ୍ୟୁଜ ଚ୍ୟାନେଲ୍ ଭାରତ ଟ୍ୱେଂଟି ଫୋର ପକ୍ଷରୁ ନିକଟରେ ନୁଆଦିଲ୍ଲୀ ଠାରେ ଆୟୋଜିତ...
ଦିନକରେ ବୃଦ୍ଧି ପାଇଲା ୩୦୦୦ ଟଙ୍କା
ନୂଆ ରେକର୍ଡ ଛୁଇଁବାରେ ଲାଗିଛି ସୁନା ଦର । ଲକ୍ଷେ ପାର୍ କରିଛି ସୁନା ଦର । ୧୦ ଗ୍ରାମ ସୁନା ମୂଲ୍ୟ ୯୯ ହଜାର ୮୦୦ ଟଙ୍କା ଛୁଇଁଛି । ଜିଏସଟି ମିଶିଲା ପରେ ଦର ଲକ୍ଷେ ପାର...
ଭକ୍ତିଭାବରେ ପ୍ଲାବିତ ରବିନ୍ଦ୍ରମଣ୍ଡପ
ଭୁବନେଶ୍ବର: ଜଗତର ନାଥ ଜଗନ୍ନାଥଙ୍କୁ କିଏ ବା ନ ଜାଣେ । ଓଡିଆ ଜାତିର ପରିଚୟ ମହାପ୍ରଭୁ ଜଗନ୍ନାଥ । କର୍ମବ୍ୟସ୍ତ ଜୀବନରୁ ଅବ୍ୟାହତି ନେଇ ଚାଲିଆସେ କିଏ ମନକୁ ହାଲୁକା କରିବାକୁ ତ କିଏ ମନୋରଞ୍ଜନ କରିବାକୁ ।...
ଚାକିରୀ ଛାଡିଲେ ସୁଜାତା ଆର୍ କାର୍ତ୍ତିକେୟନ
ଆଗୁଆ ଚାକିରୀରୁ ଅବସର ନେଲେ ବରିଷ୍ଠ ଆଇଏଏଏସ ଅଧିକାରୀ ସୁଜାତା ଆର୍ କାର୍ତ୍ତିକେୟନ । ଆଇଏଏସ ସୁଜାତା କାର୍ତ୍ତିକେୟନ ଗତ 13 ତାରିଖରେ ଭିଆରଏସ ପାଇଁ ଆବେଦନ କରିଥିଲେ । ମାତ୍ର ରାଜ୍ୟ ସରକାର ତାଙ୍କ ଆବେଦନକୁ 14 ଦିନ...
ବ୍ୟବସ୍ଥା ମଣିଷକୁ ମାଓବାଦୀ କରିଦିଏ – ‘ମୁଁ ବି ମାଓବାଦୀ’ ଓ ‘ଚୁନା ଚୁନା ଫୁଲ’ ପୁସ୍ତକ ଉନ୍ମୋଚିତ
ଭୁବନେଶ୍ବର : ଆମ ବ୍ୟବସ୍ଥାରୁ ମାଓବାଦୀମାନେ ଜନ୍ମ ହୁଅନ୍ତି । ବ୍ୟବସ୍ଥା ବଦଳିଲେ ଆଉ ମାଓବାଦୀ ସମସ୍ୟା ହୋଇ ରହିବନି । ବରିଷ୍ଠ ସାମ୍ବାଦିକ ଅପୂର୍ବ କୁମାର ମହାନ୍ତିଙ୍କ ଲିଖିତ 'ମୁଁ ବି ମାଓବାଦୀ' ପୁସ୍ତକ ଉନ୍ମୋଚନ ଅବସରରେ ଏହା...
ମାଓବାଦୀଙ୍କ ନୃଶଂସ କାଣ୍ଡ, ଦୁଇଜଣଙ୍କୁ ହତ୍ୟା କଲେ ଲାଲବାହିନୀ
ମାଲକାନଗିରି : ପୁଣି ମାଓବାଦୀଙ୍କ ନୃଶଂସ କାଣ୍ଡ । ଛତିଶଗଡ଼ ବିଜାପୁର କୁସଲନାର ଗାଁରେ ଜଣେ ଶିକ୍ଷକଙ୍କ ସମେତ ଦୁଇଜଣଙ୍କୁ ହତ୍ୟା କଲେ ଲାଲବାହିନୀ । ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବାକୁ ଆହ୍ୱାନ ଦେଇଛନ୍ତି ମାଓବାଦୀ । ହତ୍ୟାକାଣ୍ଡ ପରେ...
ବନ୍ଦ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର
କଟକ : ବନ୍ଦ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ । ଚୌଦ୍ୱାର ଜରିପଡ଼ା ପଞ୍ଚାୟତ ସାମନ୍ତରାପୁର ଗାଁରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଯାଜପୁର ଜିଲ୍ଲା ରଙ୍ଗିଦାସପୁର...


















