କଂଗ୍ରେସରେ ଯୋଗଦେଲେ ପ୍ୟାରୀଙ୍କ ଝିଅ
କଂଗ୍ରେସରେ ଯୋଗଦେଲେ ସ୍ୱର୍ଗତ ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି । ସିକ୍ତା କହିଛନ୍ତି ଯେ, ମୋତେ ଗୋଟେ ଜାତୀୟ ଦଳରେ ଅଂଶ ହେବା ପାଇଁ ସୁଯୋଗ ମିଳିଛି । ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ ଯାତ୍ରାରେ...
‘ଜୟନାରାୟଣ ବି ଓଡିଶାରେ ଅସୁରକ୍ଷିତ’
ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ପ୍ରତିବାଦ କରୁଛି ବିଜେପି ।ଭୁବନେଶ୍ୱର ରାଜଭବନ ଆଗରେ ବିଜେପିର ନେତା ଓ କର୍ମୀ ଏକାଠି ହୋଇ ପ୍ରତିବାଦ କରିଛନ୍ତି । ଧାରଣାରେ ସାମିଲ ହୋଇଛନ୍ତି ବିଜେପି ରାଷ୍ଟ୍ରିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେପି ରାଷ୍ଟ୍ରିୟ ମୁଖପାତ୍ର...
ଚକା ଫାଟିଯିବାରୁ ଓଲଟି ପଡିଲା ବସ୍, ୪୦ ଆହତ
କନ୍ଧମାଳ ଜିଲ୍ଲା କୋଟଗଡ ଥାନା ପଣ୍ଡାରିପି ନିକଟରେ ଦୁର୍ଘଟଣା । ଯାତ୍ରୀବାହି ଘରୋଇ ବସ୍ ଓଲଟି ୪୦ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତ୍ତର ଥିବା ସୂଚନା ମିଳିଛି । ସମସ୍ତ ଗୁରୁତ୍ତର...
ବିବାହକୁ ଚାରି ଦିନ ପୂରିନି , ଆଖି ବୁଜିଲେ ନବ ଦମ୍ପତ୍ତି
ଗତ ୧୦ ତାରିଖରେ ପଡିଥିଲା ହାତଗଣ୍ଠି । କେତେ ସପ୍ନ କେତେ ଆଶା ଥିଲା ଯେ, ସାତ ଜନମର ସାଥୀ ହୋଇ ସାରା ଜୀବନ ବଞ୍ଚିବେ ବୋଲି । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ନୂଆ...
ପୁରୀରେ ଉଡିଲା ୧୦୮ ଫୁଟର ଜାତୀୟ ପତାକା
ଉଡିଲା ୧୦୮ ଫୁଟର ଜାତୀୟ ପତାକା । ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସଂଯୋଜନାରେ ପୁରୀ ବାଟଗାଁ ଛକରେ ପତାକାକୁ ଉନ୍ମୋଚନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଉନ୍ମୋଚନ...
ଜେଲ ଗଲା ଗୋପାଳ
ସରିଲା ରିମାଣ୍ଡ । ପୁଣି ଜେଲକୁ ଫେରିଲା ମନ୍ତ୍ରୀ ନବ ଦାସ ହତ୍ୟାକାରୀ ଗୋପାଳ ଦାଶ । ଝାରସୁଗୁଡା ସବ ଜେଲ ଯାଇଛି ଗୋପାଳ । ଆଜି ତୃତୀୟ ପର୍ଯ୍ୟାୟରେ ରିମାଣ୍ଡ ଅବଧି ସରିଥିଲା । ଏହାପରେ ତାକୁ ଝାରସୁଗୁଡା...
ଧରଣୀଧର ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା
କେନ୍ଦୁଝର ପାଇଁ ଖୁସି ଖବର । ପୂରଣ ହେଲା ଦୀର୍ଘ ଦିନର ଆଶା । କେନ୍ଦୁଝର ଗସ୍ତ ପୂର୍ବରୁ ଜିଲ୍ଲାବାସୀଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦୁଝର ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ମିଳିଲା ବିଶ୍ୱବିଦ୍ୟାଳୟ ମାନ୍ୟତା...
ନାର୍କୋ ଟେଷ୍ଟରେ କଣ କହିଲା ଗୋପାଳ
ସରିଲା ଗୋପାଳର ନାର୍କୋ ଟେଷ୍ଟ । ଏକ ବିବାଦୀୟ ପରିସ୍ଥିତି ପାଇଁ ନବ ଦାସଙ୍କୁ ହତଞା କରିଥିବା ସଙ୍କେତ ଦେଇଥିବା ସୂଚନା ମିଳିଛି । ଗୋପାଳ ନାର୍କୋ ଟେଷ୍ଟବେଳେ କେତେ ସତ କହିଲା । ତାହା ଜଣାପଡିନାହିଁ । ନାର୍କୋ...
ନବଙ୍କ ପରିବାରକୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଦିବଙ୍ଗତ ନେତା ନବ ଦାସଙ୍କ ବାସଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଝାରସୁଗୁଡା ସରବାହଲ ସ୍ଥିତ ଘରେ ନବଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ । ନବ ଦାସଙ୍କ ପୁଅ ବିଶାଳ ଦାସ ଓ ଝିଅ ଦୀପାଳୀ ଦାସଙ୍କୁ...
କିଟ୍ କାର୍ନଭାଲ ଷ୍ଟାର ନାଇଟ୍ରେ ସୁନିଧିଙ୍କ ଧୁନ୍ରେ ନାଚିଲେ ଛାତ୍ରଛାତ୍ରୀ
କିଟ୍ ବିଶ୍ୱବିଦ୍ୟାଳୟର ସିଲଭର କାର୍ନିଭାଲ ଅବସରରେ ଅନୁଷ୍ଠିତ ଷ୍ଟାର ନାଇଟ୍ରେ ଜଲୱା ଦେଖାଇଛନ୍ତି ପ୍ରସିଦ୍ଧ ବଲିଉଡ ଗାୟିକା ସୁନିଧି ଚୌହାନ। ସେ ଥିଲେ ଷ୍ଟାର ନାଇଟ୍ର ମୁଖ୍ୟ ଆକର୍ଷଣ। ଷ୍ଟାର ନାଇଟ୍ରେ ସୁନିଧି ବଲିଉଡ଼ରେ ଗାଇଥିବା ବହୁ ସୁପର...
















