ମସୁଦକୁ ଗ୍ଲୋବାଲ ଆତଙ୍କବାଦୀ ଘୋଷଣା ନେଇ ଜର୍ମାନୀର ଉଦ୍ୟମ
ଜୈଶ-ଇ-ମହମ୍ମଦର ମୁଖ୍ୟ ମସୁଦ ଅଜହରକୁ ଗ୍ଲୋବାଲ ଆତଙ୍କବାଦୀ ରୂପେ ଘୋଷଣା କରିବା ପାଇଁ ୟୁରୋପୀୟ ସଂଗଠନରେ ଜର୍ମାନୀ ଉଦ୍ୟମ କରିଥିବା ରାଜନ୍ୟାୟିକ ସୂତ୍ରରୁ ପ୍ରକାଶ ପାଇଛି. ପୂର୍ବରୁ ଜାତିସଂଘରେ ଅଜହରକୁ ଗ୍ଲୋବାଲ ଆତଙ୍କବାଦୀ ଘୋଷଣା ଉପରେ ଚୀନ ପ୍ରତିବନ୍ଧକ ଲଗାଇଥିଲା....
ନ୍ୟୁଜିଲାଣ୍ଡ ମସଜିଦ ଘଟଣା: 5 ଭାରତୀୟ ମୃତ
ଶୁକ୍ରବାର ନ୍ୟୁଜିଲାଣ୍ଡର ଦୁଇଟି ମସଜିଦରେ ହୋଇଥିବା ଗୁଳି ବର୍ଷାରେ ପ୍ରାୟ 45 ଜଣଙ୍କର ମୃତ୍ୟୁ ହୋଇଥିଲା. ତେବେ ସେମାନଙ୍କ ମଧ୍ୟରେ 5 ଜଣ ଭାରତୀୟଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ରବିବାର ସୂଚନା ଦେଇଛନ୍ତି ଭାରତର ରାଷ୍ଟ୍ରପ୍ରତିନିଧି. ଅନ୍ୟପଟେ ମୃତାହତଙ୍କ ସଂଖ୍ୟା...
କୁଆଡେ ଗଲେ 9 ଭାରତୀୟ ?
ଶୁକ୍ରବାର ନ୍ୟୁଜଲ୍ୟାଣ୍ଡର ଦୁଇଟି ମସଜିଦରେ ହୋଇଥିବା ଗୁଳି ବର୍ଷାରେ 9 ଜଣ ଭାରତୀୟ ନିଖୋଜ ଥିବା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି. ଏହି ଘଟଣାରେ 49 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 20 ଜଣ ଆହତ ହୋଇଥିଲେ....
ମସଜିଦରେ ଗୁଳିବର୍ଷା, ମୃତ୍ୟୁ ସଂଖ୍ୟା ୪୦
ନ୍ୟୁଜିଲାଣ୍ଡର କ୍ରାଏଷ୍ଟଚର୍ଚ୍ଚ ସହରର ୨ଟି ମସଜିଦ ଉପରେ ଶୁକ୍ରବାର ଭୟାନକ ଆକ୍ରମଣ ହୋଇଛି । ଦୁର୍ବୃତ୍ତମାନେ ଦୁଇଟି ମସଜିଦ ଉପରକୁ ଗୁଳିବର୍ଷା କରିଛନ୍ତି । ଗୁଳିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ଚାଳିଶରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଏହି...
ପାକ୍ ପ୍ରତିକ୍ରିୟା: ଠିକଣା ସମୟରେ ଜବାବ ଦେବୁ
ମଙ୍ଗଳବାର ଭୋର୍ ସାଢେ ତିନିଟରେ ଏଲଓସି ପାରି କଲା ଭାରତୀୟ ବାୟୁ ସେନାର ଡଜନେ ମିରେଜ 2000 ଫାଇଟର୍ ଜେଟ୍. ଆଉ ଅଳ୍ପ କେଇ ମିନିଟ ଭିତରେ ପାକ୍ ଅଧିକୃତ ବାଲାକୋଟ ଅଞ୍ଚଳରେ ଥିବା ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିଦେଲା...
ପାକିସ୍ତାନକୁ ଆର୍ଥିକ ସହାୟତା ବନ୍ଦ କଲା ଆମେରିକା
ପୁଲୱାମା ଆକ୍ରମଣ ପରେ ପାକିସ୍ତାନକୁ ଆର୍ଥିକ ସହାୟତା ବନ୍ଦ କଲା ଆମେରିକା. ବାରମ୍ବାର କହିବା ସତ୍ତ୍ବେ ପାକିସ୍ତାନ ଆତଙ୍କବାଦୀ ସଂଗଠନକୁ ପ୍ରୋତ୍ସାହନ ଦେବା ବନ୍ଦ କରୁ ନଥିବାରୁ ଆମେରିକା ଏଭଳି ପଦକ୍ଷେପ ନେଇଛି. ପୁଲଓ୍ବାମାରେ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣକୁ...
ମୋଦିଙ୍କୁ ସିଓଲ ଶାନ୍ତି ପୁରସ୍କାର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ କୋରିଆ ଗସ୍ତରେ ଅଛନ୍ତି. ଗସ୍ତ ସମୟରେ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଥିବା ସଂପର୍କକୁ ଆହୁରି ଦୃଢ କରିବା ପାଇଁ ମୋଦି ଦକ୍ଷିଣ କୋରିଆ ସରକାରଙ୍କ ସହ ସାକ୍ଷାତ କରିଛନ୍ତି. ତେବେ ଅନ୍ତରାଷ୍ଟ୍ରୀୟ...
ଏଠାରେ ଟମାଟୋ କିଲୋ 11 ହଜାର ଟଙ୍କା
ଆଜ୍ଞା ହଁ, ଟମାଟୋ କିଲୋପ୍ରତି 11 ହଜାର ଟଙ୍କା. ଏହାଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ. ହେଲେ ବେନେଜୁଏଲାରେ ଏବେ ଏଭଳି ଆର୍ଥିକ ସଂକଟ ଆସିଛି ଯେ, ସାମାନ୍ୟ ଚାଉଳ ପାଇଁ ଜଣେ ଆଉ ଜଣଙ୍କ ହତ୍ୟା କରିବାକୁ ମଧ୍ୟ...
କ୍ରିକେଟ ଗ୍ରାଉଣ୍ଡରେ ବରଫ
ବର୍ତ୍ତମାନ ଥଣ୍ଡାର ପରିମାଣ ଏତେ ମାତ୍ରାରେ ବଢିଛି ଯେ, କ୍ରିକେଟ ଗ୍ରାଉଣ୍ଡ ବି ସଂପୂର୍ଣ୍ଣ ରୂପେ ବରଫ ଚାଦର ତଳେ ଘୋଡି ହୋଇ ରହିଛି. ଭାରତ ଛଡା ଇଂଲଣ୍ଡରେ ମଧ୍ୟ ଶୀତର ପ୍ରକୋପ ଦେଖିବାକୁ ମିଳିଛି. ଛୋଟଛୋଟ ଗଳି ଛଡା...
ବାହାରିଲା କ୍ୟାନସର ରୋଗର ପ୍ରତିକାର
ଆଜି ପର୍ଯ୍ୟନ୍ତ ମେଡିକାଲ ସାଇନ୍ସରେ କ୍ୟାନସର ରୋଗର ପ୍ରତିକାର ବାହାରି ପାରି ନଥିବା ବେଳେ ଇସ୍ରାଇଲ ବୈଜ୍ଞାନିକ ଏହାର ପ୍ରତିକାର ବାହାର କରିଛନ୍ତି ଏବଂ 2020 ମସିହା ବେଳକୁ ଏହି ରୋଗର ମୂଳ ଉତ୍ପୀଡନ ହେବ ବୋଲି ସେମାନେ ଦାବି...