ନାକରୁ ବାହାରିଲା ମୁଦି
ନାକରୁ ବାହାରିଲା ମୁଦି. ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ. ହେଲେ ପ୍ରକୃତରେ ୟୁ.କେରେ ଜଣେ ମହିଳାଙ୍କ ସହ ଏଭଳି କିଛି ଘଟିଛି. ସେ ଛିଙ୍କୁ ଛିଙ୍କୁ ତାଙ୍କ ନାକରୁ ମୁଦି ବାହାରିଛି. ଯାହାକୁ ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇ...
ଝୁଲୁଛି ବେକ
ଝୁଲୁଛି ବେକ. ଏହାଶୁଣି ଆପଣମାନେ ନିହାତି ଭାବରେ ଆଶ୍ଚର୍ଯ୍ୟ ହେଉଥିବେ. ହୃତସ୍ପନ୍ଦନ ବନ୍ଦ କରି ଦେଉଥିବା ଭଳି ଏହି କଥା ହେଉଛି ସତ. ଏଭଳି ଏକ ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ଚୀନର ୟୁନଲଙ୍ଗ ସହରରେ. କୋଠାର ତୃତୀୟ...
ପ୍ଲାଷ୍ଟିକ ବୋତଲରେ ଘର
ସବୁବେଳେ ଆମେ ଘର ନିର୍ମାଣ କଲେ ଧ୍ୟାନ ଦେଉଥାଉ ଯେ କେଉଁ ସିମେଣ୍ଟରେ ଘର କଲେ ଏହା ମଜବୁତ ରହିବ. ଆଉ ଭୂକମ୍ପ ଏହାକୁ ଛୁଇଁ ପାରିବ ନାହିଁ. ଏତେ ସବୁ ଜିନିଷକୁ ଧ୍ୟାନରେ ରଖିଲା ପରେ ମଧ୍ୟ କୌଣସି...
ଜାହାଜରେ ନିଆଁ, 14 ମୃତ
ଋଷରୁ କ୍ରିମିଆକୁ ଭିନ୍ନ କରୁଥିବା କେର୍ଚ୍ଚ ଷ୍ଟ୍ରେଟରେ ଦୁଇଟି ଜାହାଜରେ ନିଆଁ ଲାଗିଯିବା ଫଳରେ ପ୍ରାୟ 14 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି. ସୂଚନା ଅନୁସାରେ, ସେହି ଜାହାଜରେ ଭାରତ, ତୁର୍କି ଓ ଲିବିୟାର ନାଗରିକମାନେ ଥିଲେ. ତେବେ...
ଟ୍ରି ମ୍ୟାନ
ଟ୍ରି ମ୍ୟାନ. ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ. ହେଲେ ଏଭଳି ଚକିତକର ଦୃଶ୍ୟ ଦେଖିବାକୁ ମିଳିଛି ବାଂଲାଦେଶର ଅବୁଲ ବାଞ୍ଜଦରଙ୍କ ନିକଟରେ. ତାଙ୍କର ଏଭଳି ଏକ ଦୁର୍ଲଭ ରୋଗ ଅଛି ଯେଉଁଥିପାଇଁ ତାଙ୍କ ହାତ ଓ ପାଦରେ ଗଛ ଭଳି...
ଡେଲିଭରି ସମୟରେ ଅଟକି ଗଲା ଡାକ୍ତରଙ୍କ ହାତ
ଆମେରିକାର କାଲିଫର୍ଣ୍ଣିଆରେ ଜଣେ ମହିଳାଙ୍କର ଡେଲିଭରି ସମୟରେ ଦେଖିବାକୁ ମିଳିଛି ଏକ ଅଜବ ଦୃଶ୍ୟ. ଯାହାକୁ ଦେଖି ଡାକ୍ତରଙ୍କ ସମେତ ସବୁ ହସ୍ପିଟାଲ କର୍ମଚାରୀ ଅଟକି ଗଲେ. ଡାକ୍ତର ସିଜରିଆନ ଡେଲିଭରି କରୁଥିବା ସମୟରେ ହଠାତ ତାଙ୍କ ହାତ ଅଟକି...
9 ମାସର ଶିଶୁକୁ 24 ଘଣ୍ଟାରେ 25 ଥର ହାର୍ଟଆଟାକ
9 ମାସର ଶିଶୁକୁ 24 ଘଣ୍ଟାରେ 25 ଥର ହାର୍ଟଆଟାକ. ଏହା ଶୁଣି ଆପଣ ନିହାତି ଭାବରେ ଆଶ୍ଚର୍ଯ୍ୟ ହେଉଥିବେ. ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସଂପୂର୍ଣ୍ଣରୂପେ ସତ୍ୟ. ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରିଟେନରେ. 24 ଘଣ୍ଟାରେ...
ଦୁନିଆର ସବୁଠୁ ବୟସ୍କ ବ୍ୟକ୍ତିଙ୍କ ପରଲୋକ
ଦୁନିଆର ସବୁଠୁ ବୟସ୍କ ବ୍ୟକ୍ତି ଜାପାନର ମସାଜୋ ନୋନାକାଙ୍କର 113 ବର୍ଷ ବୟସରେ ମୃତ୍ୟୁ ହୋଇଛି. ଉତ୍ତରୀ ମୁଖ୍ୟ ଦ୍ୱୀପ ହୋକାଇଦୋର ଅଶୋରୋସ୍ଥିତ ନିଜ ବାସଭବନରେ ରବିବାର ଶୋଇଥିବା ସମୟରେ ମୃତ୍ୟୁ ହୋଇଛି. ତାଙ୍କର ସ୍ୱାସ୍ଥଗତ ସମସ୍ୟା କିଛି ନଥିବା...
କେତେ ବର୍ଷ ଆପଣ ବଞ୍ଚିବେ, ଜାଣିବେ କିପରି ?
ଆଜିକାଲି ସୋସିଆଲ ନେଟୱାର୍କିଂ ସାଇଟରେ ବିଭିନ୍ନ ପ୍ରକାର ଆପ୍ ଉପଲବ୍ଧ ହେଲାଣି, ଯାହା ମାଧ୍ୟମରେ ସବୁ କିଛି ଜାଣି ହେଉଛି. ସେ ସତ ହେଉ କି ମିଛ, ସମସ୍ତେ ତାକୁ ବ୍ୟବହାର କରୁଛନ୍ତି ଆଉ ତାର ମଜା ମଧ୍ୟ ନେଉଛନ୍ତି....
ଟାର୍ଗେଟ ପୂରା ନ କଲେ ମିଳେ ଏହି ଦଣ୍ଡ
କୌଣସି କମ୍ପାନୀରେ ଯଦି ଆପଣ କାମ କରୁଛନ୍ତି ଆଉ ଟାର୍ଗେଟ ପୂରା କରିପାରୁନାହାନ୍ତି, ତାହେଲେ ଆପଣ ସାଧାରଣଭାବେ କଣ ଭାବିବେ. ଆପଣ ଭାବିବେ ଯେ, ହୁଏତ ମାସିକ ଦରମାରୁ କିଛି ଟଙ୍କା କଟିବ, ନହେଲେ ପଦୋନ୍ନତି ହେବ ନାହିଁ. ମାତ୍ର...